ରାଜଧାନୀରେ ୫୯ତମ ପୋଲିସ ସହିଦ ଦିବସ ପାଳିତ

ଭୁବନେଶ୍ୱର ୨୧/୧୦ : ଆଜି ଭୁବନେଶ୍ୱର ଠାରେ ୫୯ତମ ପୋଲିସ ସହୀଦ ଦିବସ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂ ଯୋଗ ଦେଇଥିଲେ ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ବିଭିନ୍ନ ରାଜ୍ୟରୁ ସହୀଦ ହୋଇଥିବା ୪୧୪ ଜଣ ସହୀଦଙ୍କ ସ୍ମୃତି ଚାରଣ କରାଯାଇଥିଲା । ଓଡିଶାରୁ ସହୀଦ ହୋଇଥିବା କନଷ୍ଟେବଲ ସଞ୍ଜୟ ମାଝିଙ୍କ ବଳିଦାନକୁ ସମସ୍ତେ ମନେ ପକାଇଥିଲେ ।



from News7 https://ift.tt/2yqUVZQ
ରାଜଧାନୀରେ ୫୯ତମ ପୋଲିସ ସହିଦ ଦିବସ ପାଳିତ ରାଜଧାନୀରେ ୫୯ତମ ପୋଲିସ ସହିଦ ଦିବସ ପାଳିତ Reviewed by SUBHENDU BARAL on October 21, 2018 Rating: 5

No comments:

Powered by Blogger.