ଉତ୍ତର ପ୍ରଦେଶ ୨୬/୧୦ : ଉତ୍ତର ପ୍ରଦେଶ ବୁଦାଉନରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି | ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି |ଏହି ବିସ୍ଫୋରଣ ଅତ୍ୟନ୍ତ ଭୟଙ୍କର ଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି | ବିସ୍ଫୋରଣରେ ବିଲଡିଂଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି | ଏବେ ଯାଏଁ ମଧ୍ୟ ଜଣେ ଭଙ୍ଗା ବିଲଡିଂ ତଳେ ଚାପି ହୋଇରହିଥିବା ଜଣାପଡିଛି | ଘଟଣାସ୍ଥଳରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି |
from News7 https://ift.tt/2z3cnD3
ଉତ୍ତର ପ୍ରଦେଶର ବାଣ କାରଖାନାରେ ବିସ୍ଫୋରଣ ; ୭ ମୃତ, ୩ ଆହତ
Reviewed by SUBHENDU BARAL
on
October 26, 2018
Rating:
No comments: