ଗଜପତି ୨୬/୧୦ : ଭିଜିଲାନ୍ସ ଜାଲରେ ଧରାପଡ଼ିଲେ କିରାଣୀ | ଗଜପତି ଜିଲ୍ଲା ବିଇଓ କାର୍ଯ୍ୟାଳୟର କିରାଣୀ ସୁରେନ୍ଦ୍ର ମହାକୁଡ଼ଙ୍କୁ ପାରଳାଖେମୁଣ୍ଡି ଭିଜିଲାନ୍ସ କାବୁ କରିଛି | ପେନସନ କରେଇଦେବାକୁ କହି ୧୦ ହଜାର ଟଙ୍କା ଲଂଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ତାଙ୍କୁ ଧରିଛି | ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ଠାରୁ ଲଂଚ ନେଉଥିଲେ କିରାଣୀ ସୁରେନ୍ଦ୍ର ମହାକୁଡ଼ |
from News7 https://ift.tt/2qfh9cp
ଭିଜିଲାନ୍ସ ଜାଲରେ ଗଜପତି ବିଇଓ କିରାଣୀ
Reviewed by SUBHENDU BARAL
on
October 26, 2018
Rating:
No comments: