ଗଞ୍ଜାମ ସାନଖେମୁଣ୍ଡି ଭୁରୁଡି ଗାଁ ମନ୍ଦିର ଭିତରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ ୨୭|୧୦: ସାନଖେମୁଣ୍ଡି ପାଟପୁର ଥାନା ଭୁଡୁକି ଗାଁ ଅଭାବନୀୟ ଘଟିଛି । ଗୁପ୍ତେଶ୍ଵର ଶିବମନ୍ଦିର ଭିତରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ସେହି ଗାଁର ଜ୍ବାଇଁ ପୁଅ ରାଜା ଦୋରା । ସେ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମନ୍ଦିର ପୂଜକ ଆଜି ସକାଳୁ ମନ୍ଦିରକୁ ପୂଜା କରିବାକୁ ଯିବା ସମୟରେ ଝୁଲନ୍ତା ମୃତଦେହ ଦେଖି ଗାଁ ଲୋକଙ୍କୁ ଜଣାଇଥିଲେ । ଗାଁ ଲୋକ ମୃତଦେହକୁ ଉଦ୍ଧାର କରି ସଂସ୍କାର କରିଥିଲେ । ତେବେ ଏ ସମ୍ପର୍କରେ ପୋଲିସକୁ ଜଣାଇ ନଥିବାରୁ ସନ୍ଦେହ ସୃଷ୍ଟି ହୋଇଛି ।



from News7 https://ift.tt/2qbIv3g
ଗଞ୍ଜାମ ସାନଖେମୁଣ୍ଡି ଭୁରୁଡି ଗାଁ ମନ୍ଦିର ଭିତରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ଗଞ୍ଜାମ ସାନଖେମୁଣ୍ଡି ଭୁରୁଡି ଗାଁ ମନ୍ଦିର ଭିତରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର Reviewed by SUBHENDU BARAL on October 27, 2018 Rating: 5

No comments:

Powered by Blogger.