ଭୁବନେଶ୍ଵର ଉତ୍ତରା ଛକରେ ବାଇକକୁ ଧକ୍କା ଦେଲା କାର୍,୬ ମୃତ ଜଣେ ଗୁରୁତର

ଭୁବନେଶ୍ଵର;୧୯/୧୦-ଭୁବନେଶ୍ଵର ଉତ୍ତରା ଛକରେ ସଡ଼କ ଦୁର୍ଘଟଣା ।ଦୁର୍ଘଟଣାରେ ୬ଜଣଂକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର  ଅବସ୍ଥାରେ ଅଛି। ସୂଚନାଯୋଗ୍ୟ ଯେ, ବାଇକକୁ ଧକ୍କା ଦେବା ପରେ କାର୍ ଟିର ଚକା ଫାଟିଯିବା କାରଣରୁ ପାଖ ନାଳ ଭିତରକୁ ଛିଟିକି ପଡ଼ିଥିଲା । କାର ଭିତରେ ଥିବା ୪ ଜଣଙ୍କର ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା । ବାଇକରେ ଯାଉଥିବା ୨ ବାଇକ ଆରୋହୀଂକ ମଧ୍ୟ ମୃତ୍ୟୁ ଘଟିଛି ।



from News7 https://ift.tt/2q3xIZ4
ଭୁବନେଶ୍ଵର ଉତ୍ତରା ଛକରେ ବାଇକକୁ ଧକ୍କା ଦେଲା କାର୍,୬ ମୃତ ଜଣେ ଗୁରୁତର ଭୁବନେଶ୍ଵର ଉତ୍ତରା ଛକରେ ବାଇକକୁ ଧକ୍କା ଦେଲା କାର୍,୬ ମୃତ ଜଣେ ଗୁରୁତର Reviewed by SUBHENDU BARAL on October 20, 2018 Rating: 5

No comments:

Powered by Blogger.