ଗଳିତ ଶବ ଉଦ୍ଧାର

deadbody

ଭଞ୍ଜନଗର(ଓଡ଼ିଶା ରିପୋର୍ଟର): ତିତ୍‌ଲି ପ୍ରଭାବରେ ଭଞ୍ଜନଗର ଭୁତପଙ୍କାଳ ଗାଁରେ ଭାସିଯାଇଥିବା ଆଉ ଜଣଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି।

ଭାସିଯିବାର ୧୧ଦିନ ପରେ ଗାଜଲବାଡି ଅଡାଙ୍ଗୀ ନଦୀ ବାଲିରେ ମୃତଦେହ ପୋତି ହୋଇ ରହିଛି।

ପୂର୍ବରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏବେ ବି ଆଉ ତିନି ଜଣଙ୍କ ସମ୍ପର୍କରେ କୌଣସି ସୂଚନା ମିଳୁନାହିଁ।

ଗତ ୧୧ତାରିଖରେ ତିତ୍‌ଲି ପରେ ହୋଇଥିବା ବନ୍ୟାରେ ଭୁତପଙ୍କାଳ ଗାଁରେ ଘର ସହ ୬ଜଣ ଭାସିଯାଇଥିଲେ।

 



from Odisha Reporter
ଗଳିତ ଶବ ଉଦ୍ଧାର ଗଳିତ ଶବ ଉଦ୍ଧାର Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.