ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୮ ସୋମବାର ଚନ୍ଦ୍ର- ବିଛା ଅହୋରାତ୍ର ତିଥି- ୧୨ଶୀ ରାତ୍ରି ୧୧.୫୯ ଗତେ ୧୩ଶୀ ଘାତଚନ୍ଦ୍ର- ନାସ୍ତି ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୧.୫୯ ପର୍ଯ୍ୟନ୍ତ
ଶୁଭ ସମୟ
ପ୍ରାତଃ- ୦୬.୨୬ ରୁ ୦୭.୪୮
ଦିବା- ୦୯.୨୦ ରୁ ୧୧.୩୧
ରାତ୍ରି- ୦୭.୫୬ ରୁ ୧୦.୧୪
ରାତ୍ରି- ୦୨.୫୭ ରୁ ୦୩.୪୯
ଅଶୁଭ ସମୟ
ରାହୁକାଳ - ପ୍ରାତଃ ୦୭.୪୮ ରୁ ୦୯.୧୦
କାଳବେଳା- ପ୍ରାତଃ ୦୭.୪୮ ରୁ ୦୯.୧୦
ବାରବେଳା- ଦିବା ୦୨.୩୬ ରୁ ୦୩.୫୭
କାଳରାତ୍ରି- ରାତ୍ରି ୧୦.୧୪ ରୁ ୧୧.୫୩
from Latest Odisha News, Breaking News Today | Top Updates on Corona - OTV News https://ift.tt/VGpKwOl
Panchang Today 8th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ Swadesi Megha Mallhar Prusty
Reviewed by SUBHENDU BARAL
on
January 07, 2024
Rating:
No comments: