Panchang Today 20th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. Swadesi Megha Mallhar Prusty

ସୈାର ଧନୁମାସ  ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ  ବୁଧବାର

ଚନ୍ଦ୍ର- ମୀନ ଅହୋରାତ୍ର

ତିଥ- ୮ମୀ ଦିବା ୧୧.୧୪ ଗତେ ୯ମୀ

ଘାତଚନ୍ଦ୍ର- ଧନୁ ରାଶିର ଅହୋରାତ୍ର

ଘାତବାର- କର୍କଟ ରାଶିର  

ପୁଷ୍କର ଦୋଷ- ନାସ୍ତି

ଶୁଭ ସମୟ

ପ୍ରାତଃ- ୦୬.୧୯ ରୁ ୦୮.୨୯

ଦିବା- ୧୦.୩୯ ରୁ ୧୧.୪୩

ଦିବା- ୦୧.୩୨ ରୁ ୦୩.୪୧

ସନ୍ଧ୍ୟା- ୦୬.୦୧ ରୁ ୦୬.୫୩

ରାତ୍ରି- ୦୮.୩୯ ରୁ ୦୩.୦୨

ନିଶାନ୍ତ- ୦୪.୪୧ ରୁ ୦୬.୨୦

ଅଶୁଭ ସମୟ

ରାହୁକାଳ - ଦିବା ୧୧.୪୩ ରୁ ୦୧.୦୫ 

କାଳବେଳା- ଦିବା ୦୯.୦୧ ରୁ ୧୦.୨୨                                                                                            

ବାରବେଳା- ଦିବା ୧୧.୪୩ ରୁ ୦୧.୦୫

କାଳରାତ୍ରି- ରାତ୍ରି ୦୩.୦୨ ରୁ ୦୪.୪୧



from Latest Odisha News, Breaking News Today | Top Updates on Corona - OTV News https://ift.tt/teXDW8A
Panchang Today 20th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. Swadesi Megha Mallhar Prusty Panchang Today 20th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ.. Swadesi Megha Mallhar Prusty Reviewed by SUBHENDU BARAL on December 19, 2023 Rating: 5

No comments:

Powered by Blogger.