
କନକ ବ୍ୟୁରୋ: ରଘୁବର ଦାସ ହେଲେ ଓଡିଶାର ନୂଆ ରାଜ୍ୟପାଳ । ରାଷ୍ଟ୍ରପତି ଭବନରୁ ଜାରି ହେଲା ସୂଚନା । ରଘୁବର ଦାସ ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ପ୍ରଫେସର ଗଣେଶୀଲାଲଙ୍କ ସ୍ଥାନ ନେବେ ରଘୁବର ଦାସ । ସେହିପରି ତ୍ରିପୁରାର ରାଜ୍ୟପାଳ ହେବେ ଇନ୍ଦ୍ରସେନ ରେଡ୍ଡୀ । ବର୍ତ୍ତମାନ ରଘୁବର ଦାସ ବିଜେପିର ରାଷ୍ଟ୍ରିୟ ଉପାଧ୍ୟକ୍ଷ ରହିଛନ୍ତି । ସେ ୨୦୧୪ରୁ ୨୦୧୯ ଯାଏଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରହିଥିଲେ ।
The post ଓଡିଶାର ପରବର୍ତ୍ତୀ ରାଜ୍ୟପାଳ ହେବେ ରଘୁବର ଦାସ: ଝାଡଖଣ୍ଡର ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ first appeared on Kanak News.
from Kanak News https://ift.tt/vT89Bx2 https://ift.tt/N7RW0Um
ଓଡିଶାର ପରବର୍ତ୍ତୀ ରାଜ୍ୟପାଳ ହେବେ ରଘୁବର ଦାସ: ଝାଡଖଣ୍ଡର ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ Kanak News
Reviewed by SUBHENDU BARAL
on
October 18, 2023
Rating:
No comments: