
କନକ ବ୍ୟୁରୋ : ବିଶ୍ୱକପରେ ଆଜି ଏକ ଅବିଶ୍ୱସନୀୟ ମ୍ୟାଚ ଦେଖିବାକୁ ମିଳିଛି । ଦକ୍ଷିଣ ଆଫ୍ରିକାକୁ ନେଦରଲ୍ୟାଣ୍ଡ ୩୮ ରନରେ ପରାଜିତ କରିଛି । ଧର୍ମଶାଳାରେ ଖେଳାଯାଇଥିବା ଏହି ମ୍ୟାଚ ନେଦରଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ଏଥିରେ ନେଦରଲ୍ୟାଣ୍ଡ ୪୩ ଓଭରରେ ୮ ୱିକେଟ ହରାଇ ୨୪୫ ରନ କରିବାରେ ସକ୍ଷମ ହୋଇଥିଲା । ୨୪୬ ରନର ପିଛା କରି ଦକ୍ଷିଣ ଆଫ୍ରିକା ତାର ୪୨.୫ ଓଭରରେ ସମସ୍ତ ୱିକେଟ ହରାଇ ୨୦୭ ରନ କରିଥିଲା ।
ଏହା ପୂର୍ବରୁ ବି ବିଶ୍ୱକପରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା । ଅକ୍ଟୋବର ୧୫ ତାରିଖରେ ଆଫଗାନିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚରେ ଆଫଗାନିସ୍ତାନ ଇଂଲଣ୍ଡକୁ ପରାଜିତ କରିଥିଲା ।
The post ବିଶ୍ୱକପରେ ଅବିଶ୍ୱସନୀୟ ଖେଳ ଖେଳିଲା ନେଦରଲ୍ୟାଣ୍ଡ । ୩୮ ରନରେ ଦକ୍ଷିଣ ଆଫ୍ରିକାକୁ କଲା ପରାଜିତ first appeared on Kanak News.
from Kanak News https://ift.tt/YX0ERMO https://ift.tt/jP1HENi
ବିଶ୍ୱକପରେ ଅବିଶ୍ୱସନୀୟ ଖେଳ ଖେଳିଲା ନେଦରଲ୍ୟାଣ୍ଡ । ୩୮ ରନରେ ଦକ୍ଷିଣ ଆଫ୍ରିକାକୁ କଲା ପରାଜିତ Kanak News
Reviewed by SUBHENDU BARAL
on
October 17, 2023
Rating:
No comments: