ଦିଲ୍ଲୀରେ ପ୍ରବଳ ବର୍ଷା ସାଙ୍ଗକୁ ପବନ : ଆକାଶରେ ବାଦଲ ଛାଇ ହୋଇଥିବା ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ; ଅନେକ ବିମାନର ଗତିପଥ ପରିବର୍ତ୍ତନ Kanak News

କନକ ବ୍ୟୁରୋ : ଦିଲ୍ଲୀ ଏନସିଆରରେ ପାଣିପାଗରେ ପରିବର୍ତ୍ତନ । ଭୀଷଣ ଗରମରେ ସିଝୁଥିବା ଲୋକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ଶନିବାରଠାରୁ ପୁଣି ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ବର୍ଷା । ସକାଳୁ ସକାଳୁ ଆକାଶରେ ଛାଇଯାଇଛି କଳା ବାଦଲ । ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରହିବ ବୋଲି ଅନୁମାନ କରାଯାଇଛି ।

ଆକାଶରେ ବାଗଲ ଛାଇ ହୋଇ ରହିଥିବାରୁ ବିମାନ ଉଡାଣରେ ପ୍ରଭାବ ପଡିପାରେ । ଦିଲ୍ଲୀକୁ ଆସିବାକୁ ଥିବା ଚାରୋଟିି ବିମାନର ଗତିପଥ ବହଳିପାରେ । ଦିଲ୍ଲୀ ଆଇଜିଆଇ ବିମାନବନ୍ଦର ନିକଟରେ ଘଣ୍ଟାପ୍ରତି ୬୫ରୁ ୭୦କିମି ବେଗରେ ପବନ ବହୁଥିବା ବେଳେ ବର୍ଷା ଜାରି ରହିଛି । ଖରାପ ପାଗ କାରଣରୁ ଦିଲ୍ଲୀ ବିମାନବନ୍ଦରରେ ବିମାନ ସେବା ପ୍ରବାବିତ ହୋଇପାରେ ବୋଲି କୁହାଯାଇଛି ।

The post ଦିଲ୍ଲୀରେ ପ୍ରବଳ ବର୍ଷା ସାଙ୍ଗକୁ ପବନ : ଆକାଶରେ ବାଦଲ ଛାଇ ହୋଇଥିବା ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ; ଅନେକ ବିମାନର ଗତିପଥ ପରିବର୍ତ୍ତନ first appeared on Kanak News.



from Kanak News https://ift.tt/94VvtIM https://ift.tt/BJskheV
ଦିଲ୍ଲୀରେ ପ୍ରବଳ ବର୍ଷା ସାଙ୍ଗକୁ ପବନ : ଆକାଶରେ ବାଦଲ ଛାଇ ହୋଇଥିବା ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ; ଅନେକ ବିମାନର ଗତିପଥ ପରିବର୍ତ୍ତନ Kanak News ଦିଲ୍ଲୀରେ ପ୍ରବଳ ବର୍ଷା ସାଙ୍ଗକୁ ପବନ : ଆକାଶରେ ବାଦଲ ଛାଇ ହୋଇଥିବା ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ; ଅନେକ ବିମାନର ଗତିପଥ ପରିବର୍ତ୍ତନ Kanak News Reviewed by SUBHENDU BARAL on May 26, 2023 Rating: 5

No comments:

Powered by Blogger.