କାଳ ସାଜିଲା କାଳବୈଶାଖୀ : ବଜ୍ରପାତରେ ୨୧ ଗୋରୁ, ୩ ଛେଳିଙ୍କ ମୃତ୍ୟୁ; ୬ ଗୁରୁତର ଗାଇଚରାଳି ହସ୍ପିଟାଲରେ ଭର୍ତ୍ତି Kanak News
କନକ ବ୍ୟୁରୋ : ବଜ୍ରପାତରେ ଚାଲିଗଲା ୨୧ ଗୋରୁଙ୍କ ସହ ୩ ଛେଳିଙ୍କ ଜୀବନ । ଅଳ୍ପକେ ବର୍ତ୍ତିଲେ ୬ ଗୋରୁ ଚରାଳି । ବଜ୍ରପାତ ଆଘାତରେ ଗୋରୁଚରାଳିମାନେ ଗରୁତର ହୋଇପଡିଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ରାଙ୍ଗିନିଗୁଡା ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତବାକ, ଗତକାଲି ଗୋରୁଚଳାଳି ମାନେ ଗାଇ, ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ କାଳବୈଶାଖୀ ବର୍ଷା ସହ ବିଜୁଳି, ଘଡଘଡି ମାରିଥିଲେ । ବଜ୍ରାପାତରେ ୨୧ ଗୋରୁ ଏବଂ ୩ ଛେଳିଙ୍କ ମୃତ୍ୟୁ ହୋଇଥିଲା । ପାଖରେ ଥିବା ଗୋରୁ ଚରାଳିମାନେ ବି ଗୁରୁତର ହୋଇ ପଡିଥିଲେ ।
The post କାଳ ସାଜିଲା କାଳବୈଶାଖୀ : ବଜ୍ରପାତରେ ୨୧ ଗୋରୁ, ୩ ଛେଳିଙ୍କ ମୃତ୍ୟୁ; ୬ ଗୁରୁତର ଗାଇଚରାଳି ହସ୍ପିଟାଲରେ ଭର୍ତ୍ତି first appeared on Kanak News.
from Kanak News https://ift.tt/CqI79Of https://ift.tt/zLaBhwx
କାଳ ସାଜିଲା କାଳବୈଶାଖୀ : ବଜ୍ରପାତରେ ୨୧ ଗୋରୁ, ୩ ଛେଳିଙ୍କ ମୃତ୍ୟୁ; ୬ ଗୁରୁତର ଗାଇଚରାଳି ହସ୍ପିଟାଲରେ ଭର୍ତ୍ତି Kanak News
Reviewed by SUBHENDU BARAL
on
May 28, 2023
Rating:
No comments: