ଇଲେକ୍ଟ୍ରି ସ୍କୁଟର ସୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ : ସ୍କୁଟର ଚାର୍ଜ କରୁଥିବା ବେଳେ ଲାଗିଲା ନିଆଁ, ୬ ଜୀବନ୍ତ ଦଗ୍ଧ Kanak News

କନକ ବ୍ୟୁରୋ : ତେଲେଙ୍ଗାନା ସିକନ୍ଦରାବାଦ ଇଲେକ୍ଟ୍ରି ସ୍କୁଟର ସୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ସ୍କୁଟର ଚାର୍ଜ କରାଯାଉଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଏଥିରେ ଘଟଣାସ୍ଥଳରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଅନ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରାଯାଉଛି । ସ୍କୁଟର ସୋ’ରୁମ୍ ଉପରେ ଏକ ଲଜ୍ ରହିଛି । ସେଠାରେ ମଧ୍ୟ ଅନେକ ଲୋକ ଫସି ହୋଇ ରହିଥିବା ଜଣାପଡ଼ିଛି । ସୋ’ରୁମରେ ନିଆଁ ଲାଗିବାରୁ ୫ଟି ନୂଆ ଇଲେକ୍ଟ୍ରି ସ୍କୁଟର ଓ ୧୨ଟି ପୁରୁଣା ଇଲେକ୍ଟ୍ରି ସ୍କୁଟର ଜଳି ଯାଇଛି ।
The post ଇଲେକ୍ଟ୍ରି ସ୍କୁଟର ସୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ : ସ୍କୁଟର ଚାର୍ଜ କରୁଥିବା ବେଳେ ଲାଗିଲା ନିଆଁ, ୬ ଜୀବନ୍ତ ଦଗ୍ଧ first appeared on Kanak News.
from Kanak News https://ift.tt/DC4GdVO https://ift.tt/nOgf7DT
ଇଲେକ୍ଟ୍ରି ସ୍କୁଟର ସୋ’ରୁମରେ ଭୟଙ୍କର ଅଗ୍ନିକାଣ୍ଡ : ସ୍କୁଟର ଚାର୍ଜ କରୁଥିବା ବେଳେ ଲାଗିଲା ନିଆଁ, ୬ ଜୀବନ୍ତ ଦଗ୍ଧ Kanak News
Reviewed by SUBHENDU BARAL
on
September 12, 2022
Rating:
Reviewed by SUBHENDU BARAL
on
September 12, 2022
Rating:
No comments: