
କନକ ବ୍ୟୁରୋ : ଶ୍ରୀକ୍ଷେତ୍ର ପୁରୀର ପ୍ରବେଶ ପଥରେ ରହିଛି ମା’ ବାଟ ମଙ୍ଗଳାଙ୍କ ମନ୍ଦିର । ଯିଏ ବି ଶ୍ରୀକ୍ଷେତ୍ରରେ ପ୍ରବେଶ କରେ ମା’ ବାଟ ମଙ୍ଗଳାଙ୍କୁ ଦର୍ଶନ କରିଥାଏ । ମା’ଙ୍କୁ ଶଙ୍ଖକ୍ଷେତ୍ରର ରକ୍ଷାକାରୀ ବୋଲି କୁହାଯାଏ । ମାଆଙ୍କ ଆଶୀର୍ବାଦ ନେଇ ଗଲେ ଯାତ୍ରା ସମୟରେ କୌଣସି ବିଘ୍ନ ହୁଏ ନାହିଁ । ସକାଳୁ ସକାଳୁ ମା’ଙ୍କ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଛି ।
The post ମା’ ବାଟମଙ୍ଗଳାରେ ଭକ୍ତଙ୍କ ଭିଡ : ସକାଳୁ ସକାଳୁ ମା’ଙ୍କ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା first appeared on Kanak News.
from Kanak News https://ift.tt/nw1sXV7 https://ift.tt/7lb3OsA
ମା’ ବାଟମଙ୍ଗଳାରେ ଭକ୍ତଙ୍କ ଭିଡ : ସକାଳୁ ସକାଳୁ ମା’ଙ୍କ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା Kanak News
Reviewed by SUBHENDU BARAL
on
September 14, 2022
Rating:
Reviewed by SUBHENDU BARAL
on
September 14, 2022
Rating:
No comments: