ବନ୍ୟାରେ ଲୋକ ଭାସିଲେଣି...ୟାଙ୍କୁ ପାଣି ଦେଖି ମଜା ଲାଗୁଛି Pallipuspa Samal

ବନ୍ୟା ପାଣିରେ ଲୋକ ଭାସିଲେଣି, ୟାଙ୍କୁ ମଜା ଲାଗୁଛି। ୱା ୱା...କି ଉତ୍ତର ତୁମର? କାହିଁ ଏଇଠି ଦେଖୁଛ ହୀରକୁଦ ପଳାଉନ...ପୂରା କ୍ଲିୟର ଦେଖିବ, କେମିତି ଛଡାଯାଉଛି ବନ୍ୟା ପାଣି। ଏଇଠି ଏମିତି ଜାମ୍‌ ହେଲାଣି ଯେ ଗାଡି ଯିବା କଷ୍ଟ ହେଲାଣି



from Latest Odisha News, Breaking News Today | Top Updates on Corona - OTV News https://ift.tt/CwlGoIF
ବନ୍ୟାରେ ଲୋକ ଭାସିଲେଣି...ୟାଙ୍କୁ ପାଣି ଦେଖି ମଜା ଲାଗୁଛି Pallipuspa Samal ବନ୍ୟାରେ ଲୋକ ଭାସିଲେଣି...ୟାଙ୍କୁ ପାଣି ଦେଖି ମଜା ଲାଗୁଛି Pallipuspa Samal Reviewed by SUBHENDU BARAL on August 20, 2022 Rating: 5

No comments:

Powered by Blogger.