ଆଜି ସମ୍ପ୍ରସାରଣ ହେବ ବିହାର ମନ୍ତ୍ରୀମଣ୍ଡଳ : ସକାଳ ସାଢେ ୧୧ ଟାରେ ରାଜଭବନରେ ଶପଥ ନେବେ ୩୦ରୁ ଅଧିକ ମନ୍ତ୍ରୀ Kanak News

କନକ ବ୍ୟୁରୋ : ସରକାର ଗଠନ ହେବା ୬ ଦିନ ପରେ ଆଜି ବିହାର କ୍ୟାବିନେଟର ସମ୍ପ୍ରସାରଣ ହେବ । ମହାଗଠବନ୍ଧନର ନୂଆ ମନ୍ତ୍ରୀମଣ୍ଡଳରେ ୩୦ ଜଣ ମନ୍ତ୍ରୀ ଶପଥ ନେବା ନେଇ ସୂଚନା ମିଳିଛି । ଆଜି ସକାଳ ସାଢେ ୧୧ ଟା ବେଳେ ବିହାର ରାଜଭବନରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।
ତେବେ ଏହି ଉତ୍ସବରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ନିମନ୍ତ୍ରଣ କରାଯାଇଛି । ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତ୍ରୀମଣ୍ଡଳରେ ୩୬ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି କୁହାଯାଉଛି । ତେବେ ମନ୍ତ୍ରୀମଣ୍ଡଳରେ ଆରଜେଡି, ଜେଡିୟୁ ବିଧାୟକଙ୍କ ସହ କିଛି କଂଗ୍ରେସ ବିଧାୟକଙ୍କୁ ସାମିଲ କରାଯିବା ନେଇ ସୂଚନା ମିଳିଛି ।
The post ଆଜି ସମ୍ପ୍ରସାରଣ ହେବ ବିହାର ମନ୍ତ୍ରୀମଣ୍ଡଳ : ସକାଳ ସାଢେ ୧୧ ଟାରେ ରାଜଭବନରେ ଶପଥ ନେବେ ୩୦ରୁ ଅଧିକ ମନ୍ତ୍ରୀ first appeared on Kanak News.
from Kanak News https://ift.tt/mZ2wdVN https://ift.tt/5wpEGz7
ଆଜି ସମ୍ପ୍ରସାରଣ ହେବ ବିହାର ମନ୍ତ୍ରୀମଣ୍ଡଳ : ସକାଳ ସାଢେ ୧୧ ଟାରେ ରାଜଭବନରେ ଶପଥ ନେବେ ୩୦ରୁ ଅଧିକ ମନ୍ତ୍ରୀ Kanak News
Reviewed by SUBHENDU BARAL
on
August 15, 2022
Rating:
No comments: