ଟୋଲଗେଟରେ ବଟି ଆଦାୟକୁ ନେଇ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ବଡ଼ ଧରଣ ଗଣ୍ଡଗୋଳ । ସହରରେ ବ୍ୟାପକ ପୋଲିସ ମୁତୟନ Kanak News

କନକ ବ୍ୟୁରୋ : ଟୋଲଗେଟରେ ବଟି ଆଦାୟକୁ ନେଇ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ବଡ଼ ଧରଣ ଗଣ୍ଡଗୋଳ । ଭଦ୍ରକ ଚରମ୍ପାରେ ଏକ ହୋଟେଲରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ୨ ଗୋଷ୍ଠୀ । ଉଭୟ ଗୋଷ୍ଠୀର ୫ ଗୁରୁତର କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ୪ ଜଣ କିନ୍ନରଙ୍କୁ ଅଟକ ରଖି ପଚରାଉଚରା କରୁଛି ଭଦ୍ରକ ଟାଉନ ଥାନା ପୋଲିସ । ବିଭିନ୍ନ ସ୍ଥାନରେ ଚଢ଼ଉ କରି କିନ୍ନରଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସହରରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

The post ଟୋଲଗେଟରେ ବଟି ଆଦାୟକୁ ନେଇ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ବଡ଼ ଧରଣ ଗଣ୍ଡଗୋଳ । ସହରରେ ବ୍ୟାପକ ପୋଲିସ ମୁତୟନ first appeared on Kanak News.



from Kanak News https://ift.tt/rR4fMZN https://ift.tt/cZQh3CU
ଟୋଲଗେଟରେ ବଟି ଆଦାୟକୁ ନେଇ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ବଡ଼ ଧରଣ ଗଣ୍ଡଗୋଳ । ସହରରେ ବ୍ୟାପକ ପୋଲିସ ମୁତୟନ Kanak News ଟୋଲଗେଟରେ ବଟି ଆଦାୟକୁ ନେଇ ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ବଡ଼ ଧରଣ ଗଣ୍ଡଗୋଳ । ସହରରେ ବ୍ୟାପକ ପୋଲିସ ମୁତୟନ Kanak News Reviewed by SUBHENDU BARAL on July 02, 2022 Rating: 5

No comments:

Powered by Blogger.