ଏହି ରାଶିରେ ଉପରେ ଥାଏ ଗଣେଶଙ୍କ ବିଶେଷ କୃପା; ଦେଖନ୍ତୁ ଏହି ତାଲିକାରେ ରହିଛିକି ଆପଣଙ୍କ ରାଶି ?  

ଗଣେଶଙ୍କୁ ଅଗ୍ରପୂଜ୍ୟ ବୋଲି କୁହାଯାଏ। ଗଣେଶଙ୍କ କୃପାରୁ ବ୍ୟକ୍ତି ଜୀବନ ଆନନ୍ଦରେ ଭରିଯାଏ। ଯେଉଁ ବ୍ୟକ୍ତିଙ୍କ ଉପରେ ଗଣେଶଙ୍କ କୃପା ଦୃଷ୍ଟି ଥାଏ ସେ କେବେବି ସମସ୍ୟାର ସାମ୍ନା କରିନଥାନ୍ତି। ଯ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି। ଏହି ୧୨ଟି ରାଶି ମଧ୍ୟରେ କିଛି ରାଶିମାନଙ୍କ ଉପରେ ବିଶେଷ କୃପା ରହିଥାଏ। ତାହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଗଣେଶଙ୍କ କୃପା ରହିଥାଏ।

ମେଷ :~

ଯ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ ରାଶିରେ ଭଗବାନ ଗଣେଶଙ୍କ ବିଶେଷ କୃପା ରହିଥାଏ।

ଏହି ରାଶିର ବ୍ୟକ୍ତିମାନେ ବୁଦ୍ଧିମାନ ହୋଇଥାଆନ୍ତି ।

ଏହି ରାଶିର ବ୍ୟକ୍ତିମାନେ ସମସ୍ତ କାମରେ ଦକ୍ଷ ହୋଇଥାଆନ୍ତି ।

ଭଗବାନ ଗଣେଶଙ୍କ କୃପାରୁ ମେଷ ରାଶିର ବ୍ୟକ୍ତିମାନେ ପ୍ରତ୍ୟକ କାର୍ଯ୍ୟରେ ସଫଳ ହୋଇଥାଆନ୍ତି।  

ମେଷ ରାଶିର ବ୍ୟକ୍ତିମାନେ ପ୍ରତ୍ୟକଦିନ ଗଣେଶଙ୍କୁ ନୀତି ନିୟମ ଅନୁସାରେ ପୂଜା କରିବା ଆବଶ୍ୟକ।

ଏହି ବ୍ୟକ୍ତିମାନଙ୍କର ଆତ୍ମବିଶ୍ୱାସ କେବେବି କମ୍‌ ହୋଇନଥାଏ।

ମିଥୁନ :~

ଯ୍ୟୋତିଷ ଶାସ୍ତ୍ର ଅନୁସାରେ ମିଥୁନ ରାଶିରେ ଭଗବାନ ଗଣେଶଙ୍କ ବିଶେଷ କୃପା ରହିଥାଏ।

ଏହି ରାଶିର ବ୍ୟକ୍ତିମାନେ ଶିକ୍ଷାକ୍ଷେତ୍ରରେ ବହୁତ ସଫଳ ହୋଇଥାଆନ୍ତି ।

ଏହି ଲୋକମାନେ ପ୍ରତ୍ୟକଦିନ ଗଣେଶଙ୍କୁ ପୂଜା କରିବା ଆବଶ୍ୟକ।

ଏହି ଲୋକମାନେ ଲେଖାପଢ଼ାରେ ବହୁତ ଧୁରନ୍ଧର ହୋଇଥାଆନ୍ତି ।

ଏହି ଲୋକମାନଙ୍କ ଠାରୁ ଜିତିବା ବହୁତ କାଠିକର ପାଠ ।

ମିଥୁନ ରାଶିର ବ୍ୟକ୍ତିମାନେ ସ୍ୱଭାବରେ ବହୁତ ଦୟାଳୁ ହୋଇଥାଆନ୍ତି ।

ମକର :~

ଯ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିରେ ଭଗବାନ ଗଣେଶଙ୍କ ବିଶେଷ କୃପା ରହିଥାଏ।

ଏହି ଲୋକମାନେ ବହୁତ ପରିଶ୍ରମି ହୋଇଥାଆନ୍ତି ।

ଏହି ଲୋକମାନଙ୍କୁ ନିଃସନ୍ଦେହରେ ବିଶ୍ୱାସ କରିହେବ।

ଏହି ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ହୋଇଥାଆନ୍ତି

ଏହିଲୋକମାନେ ପଢ଼ାଲେଖା କ୍ଷେତ୍ରରେ ବହୁତ ନାଁ କମେଇଥାଆନ୍ତି ।

ମକର ରାଶିର ବ୍ୟକ୍ତିମାନେ ସବୁବେଳେ ଗଣଶେଙ୍କର ଧ୍ୟାନ କରିବା ଆବଶ୍ୟକ



from Prameya News7 https://ift.tt/8mtIDGW
ଏହି ରାଶିରେ ଉପରେ ଥାଏ ଗଣେଶଙ୍କ ବିଶେଷ କୃପା; ଦେଖନ୍ତୁ ଏହି ତାଲିକାରେ ରହିଛିକି ଆପଣଙ୍କ ରାଶି ?   ଏହି ରାଶିରେ ଉପରେ ଥାଏ ଗଣେଶଙ୍କ ବିଶେଷ କୃପା; ଦେଖନ୍ତୁ ଏହି ତାଲିକାରେ ରହିଛିକି ଆପଣଙ୍କ ରାଶି ?   Reviewed by SUBHENDU BARAL on June 03, 2022 Rating: 5

No comments:

Powered by Blogger.