ମାଗଣା ସେବା ପାଇବାକୁ ଗରିବ ରୋଗୀଟିଏ ବି ଧାଇଁ ଆସୁଛି ରାଜ୍ୟର ବଡ଼ ବଡ଼ ଡାକ୍ତରଖାନାକୁ। ହେଲେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପରିସରରେ, ମୁଣ୍ଡଫଟା ଖରାରେ ଦିନ ଦିନ ଧରି ଶହ ଶହ ରୋଗୀ ଓ ସେମାନଙ୍କ ସପର୍କୀୟ ଯେମିତି ପଡ଼ି ରହିଛନ୍ତି, ଯନ୍ତ୍ରଣା ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବନି।
from Latest Odisha News, Breaking News Today | Top Updates on Corona - OTV News https://ift.tt/ldqfxyi
ରୋଗ ଯନ୍ତ୍ରଣାଠୁ ବଳିଯାଉଛି ବ୍ୟବସ୍ଥାର ସମ୍ବେଦନହୀନତା Chandan Shishu
Reviewed by SUBHENDU BARAL
on
April 28, 2022
Rating:
No comments: