ମେଷ–ଚାକିରିକ୍ଷେତ୍ରରେଶାନ୍ତିରବାତାବରଣସୃଷ୍ଟିହେବ । ନିରବଚିନ୍ତକହୋଇପାରନ୍ତି । ପିଲାମାନେ ଆଧ୍ୟୟନରତହେବାରସୂଚନାମିଳୁଛି । ଦିନଟିମଧ୍ୟମ ଧରଣରରହିବ । ଦାମ୍ପତ୍ୟଜୀବନ ସୁଖପ୍ରଦ ରହିବ ।ଶୁଭରଙ୍ଗକ୍ରୀମ ।ଶୁଭ ଅଙ୍କ ୫ ।
ଗୃହିଣୀ- ସ୍ୱାଭିମାନୀହେବେ ।
ବ୍ୟବସାୟୀ- ଧର୍ଯ୍ୟହାରାହୋଇପାରନ୍ତି ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ- ଅଳସୁଆ ପ୍ରବୃତ୍ତିହେବେ ।
ରୋଗୀ-ବ୍ୟାୟାମ୍କରିବାଉଚିତ୍ ।
ଚାଷୀ- ଅନ୍ୟ ଚାଷକରିବାକୁ ମନ ବଳାଇବେ ।
ବୃଷ– ଅର୍ଥ ଉପାର୍ଜନ ଅତ୍ୟଧିକହେବ । ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ଅଛି ।କେତେକକ୍ଷେତ୍ରରେଭୁଲବୁଝାମଣା ପାଇଁକଳହସୃଷ୍ଟିହୋଇପାରେ । ଅଧିକ ପରିଶ୍ରମକଲେ ମଧ୍ୟ ତାର ଫଳ ପାଇବେ ନାହିଁ । ନ୍ୟାୟବାନ୍ ଓ ନିିରପେକ୍ଷହେବେ ।ଶୁଭରଙ୍ଗଗାଢ ନୀଳ ।ଶୁଭ ଅଙ୍କ ୩ ।
ଚାଷୀ- କାର୍ଯ୍ୟମନ୍ଥରହେବ ।
ରୋଗୀ-ଆଜିକିଛି ଦିନ ସତର୍କରୁହନ୍ତୁ ।
ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ-ନୂଆବ୍ୟବସାୟକ୍ଷତିହେବ ।
ଗୃହିଣୀ-ସଜାସଜିରେବ୍ୟସ୍ତରହିବେ ।
ମିଥୁନ -ପରିକଳ୍ପନା ଅନୁଯାୟୀକାର୍ଯ୍ୟକରିପାରନ୍ତି ।କାର୍ଯ୍ୟାଳୟରେ ସମ୍ମାନିତ ହେବେ । ଆର୍ଥିକସ୍ଥିତିରେସୁଧାର ଆସିବ ।ଶୁଭକାର୍ଯ୍ୟ ପାଇଁସମୟ ଅନୁକୁଳରହିଛି ।ଭଗବତ୍ଚିନ୍ତକହେବେ । ଦର୍ଶନରସୌଭାଗ୍ୟ ଉଦୟ ହୋଇଛି ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୧ ।
ଗୃହିଣୀ- ଧର୍ଯ୍ୟବାନ୍ହେବେ ।
ବ୍ୟବସାୟୀ- ପ୍ରଚୁରଲାଭହେବ ।
କର୍ମଜୀବି-ସୁରୁଖୁରୁରେକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀହେବେ ।
ରୋଗୀ- ଚକ୍ଷୁ ପୀଡାହେବ ।
ଚାଷୀ-ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
କର୍କଟ–ମାନସିକସ୍ତରରେଶାନ୍ତିରବାତାବରଣସୃଷ୍ଟିହେବ ।କୌଣସିକାରଣରୁଭୟାତୁରହୋଇପାରନ୍ତି ।ବିଷାଦଗ୍ରସ୍ତହୋଇପାରନ୍ତି, ମାତ୍ର ନୀତିନିଷ୍ଠହେବେ । ଯାନ-ବାହନ ସୁଖମିଳିପାରେ ।ବିଶାରଦ ହେବା ଆଶାକରାଯାଏ ।ଶୁଭରଙ୍ଗବାଦାମୀ ।ଶୁଭ ଅଙ୍କ ୭ ।
ଚାଷୀ-ଜମିରଉର୍ବରତା ପାଇଁଜୈବିକସାରରବ୍ୟବହାରକରନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ-ବିଜ୍ଞହେବେ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ-ନୂଆବ୍ୟବସାୟକ୍ଷତିହେବ ।
ଗୃହିଣୀ-ପୂଜା ପାଠରେବ୍ୟସ୍ତରହିବେ ।
ସିଂହ – ପରିସ୍ଥିତିଉତ୍ସାହଜନକହେବ । ଆଶ୍ୱସ୍ତିମିଳିବ । ଆୟଉତ୍ତମ ଧରଣରହେବ ।ସରକାରୀବାବନ୍ଧୁତ୍ୱରଲାଭମିଳିବ । ଦାମ୍ପତ୍ୟଜୀବନରେକଟୁତା ଆସିପାରେ, ଶାନ୍ତିସହ କଥାବାର୍ତ୍ତାହେଲେସମାଧାନ ମିଳିଯିବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୫ ।
ଗୃହିଣୀ- ମାନସିକଶାନ୍ତି ପାଇବେ ।
ବ୍ୟବସାୟୀ- ବାହାରେବ୍ୟବସାୟକରିବା କଷ୍ଟ ହେବ ।
କର୍ମଜୀବି- କରତ୍କର୍ମାହେବେ ।
ଛାତ୍ରଛାତ୍ରୀ- ବଡଲୋକଙ୍କ କଥା ଶୁଣିବେ ନାହିଁ ।
ରୋଗୀ- ଚିକିତ୍ସା ପାଇଁବିଦେଶ ଯାଇପାରନ୍ତି ।
ଚାଷୀ-ଜୈବିକସାରମାଟିରେବ୍ୟବହାରଉଚିତ୍ ।
କନ୍ୟା –ନିଜର ଅଧିକାର ପ୍ରତିସଚେତନ ହେବେ ।ବ୍ୟୟବୃଦ୍ଧିଘଟିପାରେ ।ବିବାଦରେଭାଗ ନ ନେଇ ନିରବହେବାବୁଦ୍ଧିମତାରକାର୍ଯ୍ୟ । ନିଜଲୋକ ଦୂରେଇ ଯାଇଥିଲେ, ଫେରି ପାଇବେ । ମଧୁରବଚନରେ ପରକୁ ଆପଣାରକରିବେ ।ଶୁଭରଙ୍ଗସବୁଜ ।ଶୁଭ ଅଙ୍କ ୧ ।
ଚାଷୀ- ଅଧିକାବର୍ଷାହେତୁ , ହତାସହୋଇପାରନ୍ତି ।
ରୋଗୀ-ଅସାଧ୍ୟ ରୋଗରେ ପୀଡିତହେବେ ।
ଛାତ୍ରଛାତ୍ରୀ-ସ୍ମରଣଶକ୍ତି ପାଇଁବୁଧକାରକଚେରବ୍ୟବହାରକରନ୍ତୁ ।
କର୍ମଜୀବି-ଅର୍ଥ ହାନୀହେବ ।
ବ୍ୟବସାୟୀ-ସଫଳତାକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ- ମାନସିକଶାନ୍ତି ପାଇବେ ।
ତୁଳା- ପିଲାମାନଙ୍କସ୍ମରଣଶକ୍ତିବୃଦ୍ଧିହେବ ।କାର୍ଯ୍ୟରେଉତ୍ସାହବୃଦ୍ଧି ପାଇବ ।ଜ୍ଞାନ ଆହରଣ ପାଇଁ ଆଗ୍ରହୀହେବେ ।ଶୁଭଖବର ପାଇଖୁସିକୋଇପାରନ୍ତି ।କର୍ମରେ ନିଜକୁ ନିୟୋଜିତକରିପାରନ୍ତି ।ବ୍ୟବସାୟଲାଭଜନକହେବ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୨ ।
ଗୃହିଣୀ-ପୂଜା ପାଠରେବ୍ୟସ୍ତରହିବେ ।
ବ୍ୟବସାୟୀ-ହାତକୁ ଆସୁଥିବାଡିଲ୍, ପଳେଇ ଯାଇପାରେ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ- କମନୀୟଶରୀର ଯୁକ୍ତହେବେ ।
ରୋଗୀ-ଅସାଧ୍ୟ ରୋଗରୁମୁକ୍ତହେବେ ।
ଚାଷୀ-ଆଧୁନିକ ପଦ୍ଧତିରେଚାଷକାର୍ଯ୍ୟକରିବେ ।
ବିଛା–ଭ୍ରାତୃବିବାଦର ଅବସାନ ଘଟିବ । ଆୟବୃଦ୍ଧିହେବାରସୂଚନାମିଳୁଛି ।ସୁ-ସମ୍ବାଦ ପାଇଁଖୁସିହୋଇପାରନ୍ତି ।କର୍ମକ୍ଷେତ୍ରରେ ସମ୍ମାନିକ ହେବେ ଓ ପ୍ରମୋସନ୍ବିହୋଇପାରେ । ଅର୍ଥ ପ୍ରାପ୍ତିର ଅପୂର୍ବସୁଯୋଗ ଅଛି ।ଶୁଭରଙ୍ଗବାଦାମୀ ।ଶୁଭ ଅଙ୍କ ୪ ।
ଚାଷୀ-ଜଳବାୟୁବିଭାଗସହଯୋଗାଯୋଗରଖନ୍ତୁ ।
ରୋଗୀ-ଅସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ-ପାଠପଢାରେ ମନ ଦେବେ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ-ନୂଆବ୍ୟବସାୟଲାଭହେବ ।
ଗୃହିଣୀ-ନୂଆବସ୍ତ୍ରଲାଭହେବ ।
ଧନୁ –ଧର୍ମଭାବନାଶାନ୍ତି ଦାୟକହେବ ।ଲୋକସଂପର୍କବୃଦ୍ଧିକଲେରାଜନୀତିରେସାହାୟକହୋଇପାରେ ।କାର୍ଯ୍ୟରେସଫଳରୂପାୟନ କରି ପ୍ରଶଂସାର ପାତ୍ରହେବେ ।କ୍ଷମତା ଅଭିବୃଦ୍ଧିଘଟାଇତାର ସଦ୍ ବ୍ୟବହାରଘଟାଇପାରନ୍ତି ।ଶୁଭରଙ୍ଗଗାଢ ନୀଳ ।ଶୁଭ ଅଙ୍କ ୧ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ଲୋକପ୍ରିୟତାମିଳିବ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ- ମିତ୍ରଙ୍କସହଯୋଗମିଳିବ ।
ରୋଗୀ- ଆର୍ୟୁରବେଦୀ ଚିକିତ୍ସାଲାଭ ଦେବ ।
ଚାଷୀ-ଗୋବରକ୍ଷତରବ୍ୟବହାରକରିବାଉଚିତ୍ ।(ପରୀକ୍ଷିତ)
ମକର–ସତର୍କ ନ ରହିଲେବିପଦରେ ପଡିପାରନ୍ତି ।ମନରେ ଉଦ୍ବେଗଜାତହୋଇପାରେ ।ସାମାନ୍ୟ ଅସୁସ୍ଥତା ଅନୁଭବକରିପାରନ୍ତି ।ସ୍ୱାଭିମାନୀହେବେ ।ବ୍ୟବସାୟଲାଭଜନକହୋଇପାରେ ।ବିବାଦରେବିଜୟୀହେବେ ।ଶୁଭରଙ୍ଗ ଆକାଶୀ ।ଶୁଭ ଅଙ୍କ ୭ ।
ଚାଷୀ-ଜମିରଉର୍ବରତା ପାଇଁଜୈବିକସାରରବ୍ୟବହାରକରନ୍ତୁ ।
ରୋଗୀ-ରୋଗରୁମୁକ୍ତହୋଇପାରନ୍ତି ।
ଛାତ୍ରଛାତ୍ରୀ-ବହୁ ପରିଶ୍ରମକରିବାକୁ ପଡିବ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ନୂଆବ୍ୟବସାୟଲାଭହେବ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁଉତ୍ତମ ।
କୁମ୍ଭ -ସୁସ୍ଥ ଓ ନିରାମୟରହିବେ ।କର୍ମକ୍ଷେତ୍ରରେଉତ୍ସାହବୃଦ୍ଧି ପାଇବ ।ସୁଖକରଘଟଣାମାନ ଘଟିପାରେ ।କର୍ମକ୍ଷେତ୍ରସଫଳ ଓ ଉତ୍ସାହଜନକହେବ ।ଶୁଭକାର୍ଯ୍ୟକରଣୀୟହେବେ ଓ ଆନନ୍ଦ ଉପଭୋଗକରିପାରନ୍ତି ।ଶୁଭରଙ୍ଗଧଳା ।ଶୁଭଅଙ୍କ ୮ ।
ଗୃହିଣୀ-ପିଲାମାନଙ୍କ ପ୍ରତିଚିନ୍ତାରେରହିବେ ।
ବ୍ୟବସାୟୀ- ସୁଯୋଗକୁହାତଛଡାକରନ୍ତୁ ନାହିଁ ।
କର୍ମଜୀବି-କାର୍ଯ୍ୟବ୍ୟସ୍ତରହିବେ ।
ଛାତ୍ରଛାତ୍ରୀ- ମନରେଗର୍ବଭାବ ଆସିବ ।
ରୋଗୀ-ଅସାଧ୍ୟ ରୋଗରୁମୁକ୍ତହେବେ ।
ଚାଷୀ- କ୍ଳାନ୍ତି ଅନୁଭବକରିବେ ।
ମୀନ – ବିଭିନ୍ନସ୍ତରରୁସହଯୋଗ ପାଇଶତ୍ରୁ ଦମନ କରିବାରେସିଦ୍ଧହସ୍ତହେବେ ।ମାନସିକଶାନ୍ତିଫେରି ପାଇବେ ।ସୁସମ୍ବାଦ ପାଇଖୁସିହୋଇପାରନ୍ତି ।ଶୁଭକାର୍ଯ୍ୟ ପାଇଁବାତାବରଣ ଅନୁକୁଳସାବ୍ୟସ୍ତହୋଇଛି ।ଶୁଭରଙ୍ଗ ନାଲି ।ଶୁଭ ଅଙ୍କ ୬ ।
ଚାଷୀ-ଜଳବାୟୁବିଭାଗସହଯୋଗାଯୋଗରଖନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ-ବିଦ୍ୱାନ୍ହେବେ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ-ନୂଆବ୍ୟବସାୟକ୍ଷତିହେବ ।
ଗୃହିଣୀ- ମିତ୍ରସୁଖ ପାଇବେ ।
from Prameya News7 https://ift.tt/3Ezs0Sh

No comments: