ଆଜିଠୁ ରାଜଧାନୀରେ ସେରୋ ସର୍ଭେ, ୫ଟି ୱାର୍ଡରେ ୨ ଦିନ ଧରି ଚାଲିବ

ଭୁବନେଶ୍ୱର ୩୧।୦୮: ଭୁବନେଶ୍ୱରରେ ହେବ ସେରୋ ସର୍ଭେ । ମଙ୍ଗଳବାର ଓ ବୁଧବାର ଜାରି ରହିବ ସେରୋ ସର୍ଭେ । ବିଏମ୍‌ସି ପକ୍ଷରୁ ୫ଟି ଓ୍ୱାର୍ଡରେ ସେରୋ ସର୍ଭେ କରାଯିବ ।

ଖବର ଅନୁଯାୟୀ, ଆଜି ଓ କାଲି ଭୁବନେଶ୍ଵରରେ ସେରୋ ସର୍ଭେ କରାଯିବ । ଆଇସିଏମଆର ଅନୁରୋଧ କ୍ରମେ ଵିଏମସି ପକ୍ଷରୁ ୫ଟି ୱାର୍ଡରେ ଏହି ସର୍ଭେ କରାଯିବ। ବିଏମସି ଅନ୍ତର୍ଗତ ୩ଟି ଜୋନର 8, 15, 32, 41 ଓ 63 ନମ୍ବର ୱାର୍ଡରେ ହେବ ସର୍ଭେ। ଏଥିପାଇଁ ୫ଟି ଟିମ୍ ଗଠନ କରାଯାଇଛି। ଶିଶୁଙ୍କ ସମେତ ବିଭିନ୍ନ ବୟସ ବର୍ଗର ପ୍ରତି ୱାର୍ଡରେ ଅନ୍ୟୁନ ୨୦୦ ଜଣଙ୍କ ନମୁନା ସଂଗ୍ରହ କରାଯିବ। ଏନେଇ ବିଏମସି ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।



from Prameya News7 https://ift.tt/3yt3lf5
ଆଜିଠୁ ରାଜଧାନୀରେ ସେରୋ ସର୍ଭେ, ୫ଟି ୱାର୍ଡରେ ୨ ଦିନ ଧରି ଚାଲିବ ଆଜିଠୁ ରାଜଧାନୀରେ ସେରୋ ସର୍ଭେ, ୫ଟି ୱାର୍ଡରେ ୨ ଦିନ ଧରି ଚାଲିବ Reviewed by SUBHENDU BARAL on August 30, 2021 Rating: 5

No comments:

Powered by Blogger.