ବୁର୍ଲା,୩୧/୦୮: ପୁଣି ଡରାଇଲା କରୋନା । କିଛି ଦିନ ବ୍ୟବଧାନ ପରେ ସୋମବାର ବୁର୍ଲା ଦ୍ୱିତୀୟ କୋଭିଡ୍ ହସ୍ପିଟାଲ୍ରେ ପୁଣି ଜଣେ କରୋନାରେ ଆକ୍ରାନ୍ତ ଶିଶୁ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।
ତେବେ ଆକ୍ରାନ୍ତ ଶିଶୁ ଜଣକ ଏକମାସର ଏବଂ ସେ ବୌଦ୍ଧ ଜିଲ୍ଲାର ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଶିଶୁର ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଶିଶୁଟି କିଭଳି ସଂକ୍ରମିତ ହେଲେ ତାହା ଜଣାପଡ଼ିନଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଚାଲିଛି ।
from Prameya News7 https://ift.tt/38rZa8Y
ଏକ ମାସର ଶିଶୁ କୋଭିଡ୍ ପଜିଟିଭ୍, ବୁର୍ଲାରେ ଚାଲିଛି ଚିକିତ୍ସା
Reviewed by SUBHENDU BARAL
on
August 30, 2021
Rating:
No comments: