ଉଦଳା, ୦୩।୦୫: ଜମିବାଡ଼ିକୁ କେନ୍ଦ୍ର କରି ତମୂଳକାଣ୍ଡ । ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ପୁରୁଣା ବାରିପଦା ଗ୍ରାମରେ ।
ସୂଚନାନୁସାରେ, ଗ୍ରାମର ଦିଲ୍ଲୀପ ପଢିଆରୀଙ୍କ ତାଙ୍କ ପଡୋଶୀଙ୍କ ସହ ଜମିଜମା ବିବାଦ ରହିଥିଲା । ଯାହା ସୋମବାର ଉଗ୍ର ରୂପ ଧାରଣ କରିଥିଲା । ଦିଲ୍ଲୀପଙ୍କୁ ତାଙ୍କ ଠେଙ୍ଗାରେ ବାଡେଇ ଲହୁଲୁହାଣ କରି ପକାଇଛନ୍ତି। ତାଙ୍କୁ ଗୁରୁତର ଅଭସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
from Prameya News7 https://ift.tt/3nFuQym
ଜମିଜମା ବିବାଦରୁ ତୁମୂଳକାଣ୍ଡ, ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
Reviewed by SUBHENDU BARAL
on
May 02, 2021
Rating:
No comments: