ନଦୀକୁ ଡେଇଁ ଜୀବନ ହାରିଲେ ଯୁବତୀ । ବୁର୍ଲା ନିକଟସ୍ଥ ମହାନଦୀ ପୋଲରୁ ଡେଇଁପଡି ଯୁବତୀଙ୍କ ଆତ୍ମହତ୍ୟା Kanak News

କନକ ବ୍ୟୁରୋ: ମହାନଦୀ ପୋଲ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କଲେ ଯୁବତୀ । ବୁର୍ଲା ନିକଟସ୍ଥ ମହାନଦୀ ପୋଲରୁ ହଠାତ୍ ଯୁବତୀ ଜଣକ ଡେଇଁପଡିଥିଲେ । ଖବର ପାଇ ବୁର୍ଲା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ପୋଲ ତଳୁ ଯୁବତୀଙ୍କୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ । ତୁରନ୍ତ ଯୁବତୀଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ ।



from Kanak News https://ift.tt/3rRDPxZ https://ift.tt/2MwLkKP
ନଦୀକୁ ଡେଇଁ ଜୀବନ ହାରିଲେ ଯୁବତୀ । ବୁର୍ଲା ନିକଟସ୍ଥ ମହାନଦୀ ପୋଲରୁ ଡେଇଁପଡି ଯୁବତୀଙ୍କ ଆତ୍ମହତ୍ୟା Kanak News ନଦୀକୁ ଡେଇଁ ଜୀବନ ହାରିଲେ ଯୁବତୀ । ବୁର୍ଲା ନିକଟସ୍ଥ ମହାନଦୀ ପୋଲରୁ ଡେଇଁପଡି ଯୁବତୀଙ୍କ ଆତ୍ମହତ୍ୟା Kanak News Reviewed by SUBHENDU BARAL on January 03, 2021 Rating: 5

No comments:

Powered by Blogger.