ଆତ୍ମସମର୍ପଣ କଲେ ୪ ମାଓ ମିଲିସିଆ, ଏମାନଙ୍କ ନାଁରେ ଥିଲା ଅନେକ ମାମଲା

ମାଲକାନଗିରି ୫।୧: ଆତ୍ମସମର୍ପଣ କଲେ ମିଲିସିଆ । ବିଶାଖାପାଟଣା ପୋଲିସ ନିକଟରେ ୪ ଜଣ ସଶସ୍ତ୍ର ମିଲିସିଆ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମିଲିସିଆ ଦେଲେ କେ. ସୀତା, ଆଜାଡୁ, ସୁଧୀର, ଓ ଭବାନୀ । ସୀତାଙ୍କ ମୁଣ୍ଡ ଉପରେ ପୂର୍ବରୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଆନ୍ଧ୍ର ସରକାର ।

ତେବେ ଆତ୍ମସମର୍ପଣ ପରେ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ବିଶାଖାପାଟଣା ଏସପି କହିଛନ୍ତି । ଏମାନଙ୍କ ନାମରେ ପୂର୍ବରୁ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଅନେକ ମାମଲା ରହିଛି  । ବିଶେଷ କରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଏମାନେ ଅନେକ ହିଂସାକାଣ୍ଡ ଘଟାଇଛନ୍ତି ।



from Prameya News7 https://ift.tt/2JJzQCy
ଆତ୍ମସମର୍ପଣ କଲେ ୪ ମାଓ ମିଲିସିଆ, ଏମାନଙ୍କ ନାଁରେ ଥିଲା ଅନେକ ମାମଲା ଆତ୍ମସମର୍ପଣ କଲେ ୪ ମାଓ ମିଲିସିଆ, ଏମାନଙ୍କ ନାଁରେ ଥିଲା ଅନେକ ମାମଲା Reviewed by SUBHENDU BARAL on January 04, 2021 Rating: 5

No comments:

Powered by Blogger.