ଆଇପିଏଲ ଟକ୍କର : ଆଜି ମୁହାଁମୁହିଁ ହେବେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲସ Kanak News

କନକ ବ୍ୟୁରୋ : ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗରେ ଖେଳାଯିବ ଗୋଟିଏ ମ୍ୟାଚ୍ । ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ହେବ ଲଢେଇ । ରାତି ସାଢେ ୭ଟାରେ ଦୁବାଇରେ ଖେଳାଯିବ ମ୍ୟାଚ୍ । ପଏଂଟ ଟେବୁଲରେ ଏବେ ୪ ମ୍ୟାଚରୁ ୩ଟିରେ ବିଜୟ ହାସଲ କରି ପଏଂଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲସ ।

ସେହିପରି ବାଙ୍ଗାଲୋର ମଧ୍ୟ ୪ଟି ମ୍ୟାଚରୁ ୩ଟି ବିଜୟ ସହିତ ପଏଂଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଉଭୟ ଦଳ ପାଇଁ ଏହି ମ୍ୟାଚ୍ ପଂଚମ ମ୍ୟାଚ୍ । ତେଣୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଶ୍ରେୟସ ଆୟାରଙ୍କ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ଆଜି ସଂଧ୍ୟାରେ ଏକ ରୋଚକ ମୁକାବିଲା ଦେଖିବାକୁ ମିଳିବ ।



from Kanak News https://ift.tt/30y7Reo https://ift.tt/3ixxfXR
ଆଇପିଏଲ ଟକ୍କର : ଆଜି ମୁହାଁମୁହିଁ ହେବେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲସ Kanak News ଆଇପିଏଲ ଟକ୍କର : ଆଜି ମୁହାଁମୁହିଁ ହେବେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲସ Kanak News Reviewed by SUBHENDU BARAL on October 04, 2020 Rating: 5

No comments:

Powered by Blogger.