ଗଜପତି ୧୫।୧୦: ଗଜପତିରେ ଲଗାଣ ବର୍ଷା ଛାଡିଯାଇଛି । କିନ୍ତୁ ୩ ଦିନ ଧରି ଲାଗି ରହିଥିବା ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି ଜିଲ୍ଲାରେ ଗୁମ୍ମା ବ୍ଲକର ତରଙ୍ଗଡା ଓ ପାରତାଡା ଗ୍ରାମରେ । ପ୍ରବଳ ବର୍ଷା ଯୋଗୁଁ ପାହାଡରେ ଝର ସୃଷ୍ଟି ହୋଇ ମାଟି ଅତଡା ଖସିଥିବା ଦେଖିବାକୁ ମିଳିଛି ।
ଲୋକଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରି ନେଇ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିଲା । ବର୍ଷା କମିବା ବେଳେ ତରଙ୍ଗଡା ଅଞ୍ଚଳରେ କିଛି ସ୍ଥାନରେ ପାହାଡରୁ ମାଟି ଅତଡା ଖସି ୩ଟି ଘର ଉପରେ ପଡିଥିବା ସୂଚନା ମିଳିଛି । କିନ୍ତୁ ଏହି ଘଟଣାରେ କେହି ଆହତ କି ମୃତାହତ ହୋଇନାହାନ୍ତି ।
from Prameya News7 https://ift.tt/3dqLqwV
ଧସିଲା ମାଟି ଅତଡା, ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
Reviewed by SUBHENDU BARAL
on
October 14, 2020
Rating:

No comments: