କେନ୍ଦ୍ରାପଡ଼ା: ଦୁର୍ଘଟଣାରେ ବିଜେଡି ନେତା ଦୀପ୍ତିକାନ୍ତ ପରିଜାଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଟିକନପୁର-ବେଉଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, କାଲି ରାତିରେ ଦୀପ୍ତିକାନ୍ତ କାର୍ରେ ଘରକୁ ଫେରୁ ଥିଲେ। ଏହି ସମୟରେ ଟିକନପୁର-ବେଉଳ ରାସ୍ତା ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ବନ୍ୟା ପାଣି ଭିତରକୁ ପଶି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
The post ଦୁର୍ଘଟଣାରେ ବିଜେଡି ନେତାଙ୍କ ମୃତ୍ୟୁ appeared first on OTV Khabar..
from OTV Khabar. https://ift.tt/3jOqMsH
ଦୁର୍ଘଟଣାରେ ବିଜେଡି ନେତାଙ୍କ ମୃତ୍ୟୁ Rajalaxmi Sahoo
Reviewed by SUBHENDU BARAL
on
September 01, 2020
Rating:
No comments: