ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ନୂଆ ବିବାଦ : ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଆସିଲା ବିବାଦୀୟ ରିପୋର୍ଟ ; ଟ୍ରମ୍ପ କୌଣସି ଆୟକର ଦେଇନଥିବା ରିପୋର୍ଟରେ ପ୍ରକାଶ  Kanak News

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଆମେରିକା ରାଜନୀତିରେ ହଲଚଲ । ନ୍ୟୁୟର୍କ ଟାଇମ୍ସର ରିପୋର୍ଟ କହିଲା, ୧୦ବର୍ଷ ଧରି ଟିକସ ଫାଙ୍କି ଆସୁଥିଲେ ଡୋନାଲ୍ଡ ଟ୍ରମ୍ପ । ୨୦୧୬-୧୭ରେ ଟିକସରେ ଦେଇଥିଲେ ମାତ୍ର ୫୫ହଜାର ଟଙ୍କା । ଏପରି ଏକ ରିପୋର୍ଟକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ୧୫ବର୍ଷ ଭିତରେ ୧୦ବର୍ଷ ପାଇଁ ଟ୍ରମ୍ପ କୌଣସି ଆୟକର ଦେଇନଥିବା ନେଇ ନ୍ୟୁୟର୍କ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି ।


from Kanak News https://ift.tt/3jkGnQI https://ift.tt/2yQmq2k
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ନୂଆ ବିବାଦ : ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଆସିଲା ବିବାଦୀୟ ରିପୋର୍ଟ ; ଟ୍ରମ୍ପ କୌଣସି ଆୟକର ଦେଇନଥିବା ରିପୋର୍ଟରେ ପ୍ରକାଶ  Kanak News ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ନୂଆ ବିବାଦ : ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଆସିଲା ବିବାଦୀୟ ରିପୋର୍ଟ ; ଟ୍ରମ୍ପ କୌଣସି ଆୟକର ଦେଇନଥିବା ରିପୋର୍ଟରେ ପ୍ରକାଶ  Kanak News Reviewed by SUBHENDU BARAL on September 29, 2020 Rating: 5

No comments:

Powered by Blogger.