ବନ୍ୟାରେ ମାଲାମାଲ ବୋଟ ମାଲିକ । ବନ୍ୟା ବିପନ୍ନଙ୍କୁ ପାଣି ପାରି କରାଇବା ଲାଗି ନେଉଛନ୍ତି ୫ ଶହ ଟଙ୍କା Kanak News

କନକ ବ୍ୟୁରୋ : ବନ୍ୟାରେ ମାଲାମାଲ ବୋଟ ମାଲିକ । ଲୋକଙ୍କ କାମରେ ଆସୁନି ସରକାରୀ ବୋଟ୍ । ଆଉ ବନ୍ୟା ବିପନ୍ନଙ୍କୁ ପାଣି ପାରି କରାଇ ମାଲାମାଲ ହେଉଛନ୍ତି ଘରୋଇ ବୋଟ ମାଲିକ । ପାଣି ଘେରରେ ଥିବା ବନ୍ୟା ବିପନ୍ନଙ୍କୁ ପାଣି ପାରି କରାଇ ଦେବା ପାଇଁ ଦୈନିକ ୫ଶହ ଟଙ୍କା ନେଉଛନ୍ତି ଘରୋଇ ବୋଟ ମାଲିକ ।

କଟକ ଜିଲ୍ଲା ବାଙ୍କୀ ସିମିଳିପୁରରୁ ଆସିଛି ବନ୍ୟା ବିପନ୍ନଙ୍କ ଏଭଳି ଦୁର୍ଦଶାର ଖବର । ..ତେବେ ବଡ କଥା ହେଉଛି ଯେ, କନକ ନ୍ୟୁଜରେ ଏସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଚାପ ପକାଉଛନ୍ତି ସରପଂଚ । ଫୋନ୍ କରି ଖବର ନଦେଖାଇବାକୁ ଆମ ପ୍ରତିନିଧିଙ୍କୁ କୁହାଯାଉଛି ।



from Kanak News https://ift.tt/2QLRntH https://ift.tt/3gXazzy
ବନ୍ୟାରେ ମାଲାମାଲ ବୋଟ ମାଲିକ । ବନ୍ୟା ବିପନ୍ନଙ୍କୁ ପାଣି ପାରି କରାଇବା ଲାଗି ନେଉଛନ୍ତି ୫ ଶହ ଟଙ୍କା Kanak News ବନ୍ୟାରେ ମାଲାମାଲ ବୋଟ ମାଲିକ । ବନ୍ୟା ବିପନ୍ନଙ୍କୁ ପାଣି ପାରି କରାଇବା ଲାଗି ନେଉଛନ୍ତି ୫ ଶହ ଟଙ୍କା Kanak News Reviewed by SUBHENDU BARAL on September 01, 2020 Rating: 5

No comments:

Powered by Blogger.