କାଳୁଆ ଯାତ୍ରା ପାଇଁ କଟକଣା : ପୋଲିସ କଡନ୍‌ରେ ଅସ୍ଥାୟୀ ପୀଠକୁ ବିଜେ ହେଲେ ମାଆ, ଯାତ୍ରା ସ୍ଥଳରେ ୧୪୪ ଧାରା ଜାରି

ବ୍ରହ୍ମପୁର ୧୭।୦୯: କାଳୁଆ ଯାତ୍ରା ପାଇଁ କଟକଣା । ବ୍ରହ୍ମପୁର ଗୋସାଣି ନୂଆଗାଁ କାଳୁଆ ଯାତ୍ରା ପାଇଁ କଟକଣା ଲାଗୁ ହୋଇଛି । ପୋଲିସ୍ କଡନ୍ ମଧ୍ୟରେ ମନ୍ଦିରରୁ ଅସ୍ଥାୟୀ ପୀଠକୁ ବିଜେ ହେଲେ ମାଆ,  ନଥିଲା ଶ୍ରଦ୍ଧାଳୁଙ୍କ ଭିଡ ।

କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଯାତ୍ରା ମଧ୍ୟ ବନ୍ଦ ରହିବ । କେବଳ ନୀତି ନିୟମ ଅନୁସାରେ ପୂଜାର୍ଚ୍ଚନା ଚାଲିବ । କୋଭିଡ୍ ନିୟମକୁ ପାଳନ କରିବାକୁ ଯାତ୍ରା କମିଟିକୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ । ସେପଟେ ଯାତ୍ରା ସ୍ଥଳରେ ୧୪୪ ଧାରା ଜାରି କରାଯାଇଛି । ନିରାଡମ୍ବରରେ ଭାବେ ଅନୁଷ୍ଠିତ ହେବ କାଳୁଆ ଯାତ୍ରା ।



from Prameya News7 https://ift.tt/32zCsJU
କାଳୁଆ ଯାତ୍ରା ପାଇଁ କଟକଣା : ପୋଲିସ କଡନ୍‌ରେ ଅସ୍ଥାୟୀ ପୀଠକୁ ବିଜେ ହେଲେ ମାଆ, ଯାତ୍ରା ସ୍ଥଳରେ ୧୪୪ ଧାରା ଜାରି କାଳୁଆ ଯାତ୍ରା ପାଇଁ କଟକଣା : ପୋଲିସ କଡନ୍‌ରେ ଅସ୍ଥାୟୀ ପୀଠକୁ ବିଜେ ହେଲେ ମାଆ, ଯାତ୍ରା ସ୍ଥଳରେ ୧୪୪ ଧାରା ଜାରି Reviewed by SUBHENDU BARAL on September 16, 2020 Rating: 5

No comments:

Powered by Blogger.