ଭୁବନେଶ୍ୱର ୦୧।୦୫: ଆଜି ଠାରୁ ଯୁକ୍ତ ଦୁଇ ଇ ମୂଲ୍ୟାୟନ ଆରମ୍ଭ । ରାଜ୍ୟର ୩୬ଟି ଅନଲାଇନ ମୁଲ୍ୟାୟନ କେନ୍ଦ୍ରରେ ହେବ ଯୁକ୍ତ ୨ ଖାତା ଦେଖା ଆରମ୍ଭ ହେଇଛି । ୨ଟି ପର୍ଯ୍ୟାୟରେ ଏବଂ ୨ଟି ସିଫ୍ଟରେ ଇ ମୁଲ୍ୟାୟନ ବ୍ୟବସ୍ଥା ହେଉଛି ।
ପ୍ରଥମ ସିଫ୍ଟ ସକାଳ ୭ଟାରୁ ଦିନ ୧୨ଟା୩୦ ଓ ଦ୍ବିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା ୩୦ ଯାଏଁ ଚାଲିବ । ସେହିପରି ଜୁନ ୮ ତାରିଖରୁ ଅଫଲାଇନରେ ଖାତା ମୁଲ୍ୟାୟନ ହେବ ।୨୩ଟି କେନ୍ଦ୍ରରେ ପରୀକ୍ଷା ଖାତା ମୁଲ୍ୟାୟନ ହେବ । ଏଥିସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯିବ । ୪୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରହିଛି ବୋଲି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
from Prameya News7 https://ift.tt/2BlPJKX
ଆଜିଠୁ ଯୁକ୍ତ ଦୁଇ ଇ-ମୂଲ୍ୟାୟନ, ଦୁଇଟି ପର୍ଯ୍ୟାୟରେ ହେବ ଖାତାଦେଖା
Reviewed by SUBHENDU BARAL
on
May 31, 2020
Rating:
No comments: