ମୁମ୍ବାଇ୫|୧: “ପ୍ୟାର କା ପଞ୍ଚନାମା” ଫିଲ୍ମର ଅଭିନେତ୍ରୀ ସୋନାଲି ସୈଗଲଙ୍କ ଗ୍ଲାମରସ ଅବତାର ଆଜିକାଲି ଭାଇରାଲ ହେବାର ଲାଗିଛି। ସୋନାଲି ଏବେ ନିଜ ଆଗାମୀ ଫିଲ୍ମ ‘ଜୟ ମମି ଦି’ ଶୁଟିଂରେ ବ୍ୟସ୍ଥ ଅଛନ୍ତି। ଏହି ଫିଲ୍ମର ଗୀତ ‘ମମି ନୁ ପସନ୍ଦ’ ଏବେ ଟ୍ରେଣ୍ଡ କରୁଛି। ସୋନାଲି ଅଧିକାଂଶ ସମୟରେ ସୋସିଆଲ ମିଡିଆର ହଟ୍ ଟପିକ୍ ଥାନ୍ତି। ତାଙ୍କର ଫଟୋ ଦେଖି ଦର୍ଶକଙ୍କ ହୋସ ଉଡିଯାଏ ।

ସୋନାଲିଙ୍କ ପ୍ରଥମ ଫିଲ୍ମ ୨୦୧୧ ମସିହାରେ ରିଲିଜ ହୋଇଥିଲା। ଏହି ଫିଲ୍ମରେ ସୋନାଲି ଅଭିନେତା କାର୍ତ୍ତିକ ଆର୍ୟ୍ୟନଙ୍କ ସହ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ସୋନାଲି “ରେହା” ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମ ପ୍ୟାର କା ପଞ୍ଚନାମାର ୨ଟି ପାର୍ଟସରେ ଅଭିନୟ କରିଲା ପରେ ସୋନାଲି ବେଶ ଚର୍ଚ୍ଚାରେ ଥିଲେ।

ନିକଟରେ ସୋନାଲି ନିଜର ଏକ ଭିଡିଓ ଓ କିଛି ବିକିନି ଫଟୋ ସୋୟାର କରିଛନ୍ତି। ଏହି ଭିଡିଓରେ ସେ ବିକିନି ପିନ୍ଧି ପାଣିକୁ ଡେଇଁବାରେ ଦେଖାଯାଇଛି। ଏହି ଫଟୋ ଗୁଡିକରେ ସୋନାଲି ବହୁତ ସେକ୍ସି ଓ ହଟ୍ ଲାଗୁଛନ୍ତି। ଏହି ଫଟୋ ଦେଖି ଦର୍ଶକଙ୍କ ମଧ୍ୟରେ ନିଆଁ ଲାଗିଯାଇଛି।

ସିନେମା ଜଗତ ବ୍ୟତୀତ ସୋନାଲି ମଡେଲିଂ କରନ୍ତି। ଏହା ସହ ସେ ଅନେକ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି। ମିସ୍ ଇଂଡୟା ୱାଲର୍ଡୱାଇଡ୍ କମ୍ପିଟିସନ୍ରେ ରାମ୍ପ ମଡେଲିଂ କରିଥିଲେ ସୋନାଲି।

ଅଭିନେତ୍ରୀଙ୍କର ବୋଲ୍ଡ ଅନ୍ଦାଜ ପାଇଁ ତାଙ୍କର ବହୁତ ଫ୍ୟାନ ଫଲୋଇଂଗ ଅଛନ୍ତି। ସୋସିଆଲ ମିଡିଆରେ ସୋନାଲି ବହୁତ ଆକ୍ଟିଭ ରୁହନ୍ତି। ସେ ନିଜ ଫ୍ୟାନ୍ସଙ୍କ ପାଇଁ ଲଗାତାର ଭାବେ ସବୁ ଅପଡେଟ୍ କରନ୍ତି।
from Prameya News7 https://ift.tt/37GaSKv
ପ୍ୟାର କା ପଞ୍ଚନାମା ଅଭିନେତ୍ରୀ ସୋନାଲି ସୈଗଲଙ୍କ ବିକିନି ଫଟୋ ଭାଇରାଲ…ଫଟୋ ଦେଖି ଉଡିଯିବ ହୋସ୍
Reviewed by SUBHENDU BARAL
on
January 04, 2020
Rating:
No comments: