କୁଚିଣ୍ଡା ୧୭।୧: ଦେବଗଡରୁ କୁଚିଣ୍ଡା ଅଭିମୁଖେ ଆସୁଥିବା ଏକ ୪୦୭ ଗାଡି ସିରିଡଠାରେ ରୋଡ଼ ଡିଭାଇଡରରେ ପିଟିହୋଇ ଭାରସ୍ୟାମ ହରାଇ ବିଲ ଭିତରକୁ ପଶି ଯାଇଥିଲା । ଫଳରେ ଡ୍ରାଇଭର ଓ ହେଲପର ଆହତ ହୋଇଥିଲ । ସେମାନଙ୍କୁ ସ୍ଥାନୀୟ ଲୋକେ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ତେବେ ଅନ୍ୟପଟେ ଗାଡ଼ିରେ ଥିବା ରିଫାଇନ ତେଲ ପ୍ୟାକେଟକୁ ଲୋକେ ବୋହି ନେଇଥିବା ଦେଖିବାକୁ ମିଳିଥିଲା । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଖବର ପାଇ ପୋଲିସ ପହଂଚିବା ବେଳକୁ ଲୋକେ ପାଖାପାଖି ଅଧାରୁ ଅଧିକ ତେଲ ପ୍ୟାକେଟ୍ ନେଇସାରିଥିଲେ ।
from Prameya News7 https://ift.tt/2TvHser
ଭାରସାମ୍ୟ ହରାଇ ଓଲଟିଲା ମିନି ଟ୍ରକ୍, ତେଲ ବୋହିନେଲେ ଲୋକେ
Reviewed by SUBHENDU BARAL
on
January 16, 2020
Rating:
No comments: