ନିୟମ କଡ଼ାକଡ଼ି ପରେ ସୁଧୁରୁଛି ଟ୍ରାଫିକ ସମସ୍ୟା Rajalaxmi Sahoo

ଭୁବନେଶ୍ୱର: ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ନିକଟରୁ ଆଦାୟ ହେଉଛି ଜୋରିମାନା। ଗତକାଲି କେବଳ ଟ୍ୱିନ୍‌ସିଟିରେ ୮ ଲକ୍ଷ ୧୬ ହଜାର ୫୦୦ ଟଙ୍କା ଚାଲଣ କଟାଯାଇଛି।

ଅନ୍ୟପକ୍ଷରେ କଡା ଟ୍ରାଫିକ ନିୟମ ଯୋଗୁ ଟ୍ରାଫିକ ସମସ୍ୟା ଧୀରେ ଧୀରେ ସୁଧୁରୁଛି। ଜେବ୍ରା କ୍ରସିଂ ଅବମାନନା କିମ୍ବା ଓଭର ଟେକିଂ କରୁଥିବା ଗାଡ଼ି ଚାଳକଙ୍କୁ ଜଗୁଛି ଡ୍ରୋନ୍‌। ଏଭଳି କିଛି ଦୃଶ୍ୟ ଭୁବନେଶ୍ୱରର ଏଜି ଛକରେ ଦେଖିବାକୁ ମିଳିଛି। ଏତଦ୍‌ବ୍ୟତୀତ ଭୁବନେଶ୍ୱରର ନାଲ୍‌କୋ ଓ ରୂପାଲି ଛକରେ ଡ୍ରୋନ୍‌ ଜଗୁଥିବା ଜଣାପଡ଼ିଛି।



from OTV Khabar. https://ift.tt/310eFzy
ନିୟମ କଡ଼ାକଡ଼ି ପରେ ସୁଧୁରୁଛି ଟ୍ରାଫିକ ସମସ୍ୟା Rajalaxmi Sahoo ନିୟମ କଡ଼ାକଡ଼ି ପରେ ସୁଧୁରୁଛି ଟ୍ରାଫିକ ସମସ୍ୟା Rajalaxmi Sahoo Reviewed by SUBHENDU BARAL on September 04, 2019 Rating: 5

No comments:

Powered by Blogger.