ମୋହନା: ପୁଣି ଅଲୋଡ଼ା ଶିଶୁକନ୍ୟା। ଗଜପତି ଜିଲ୍ଲା ଅଡ଼ବା ଗାଁ ନିକଟ ଜଙ୍ଗଲରୁ ଜଣେ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ନବଜାତକୁ କେହି ଜଙ୍ଗଲରେ ପକାଇ ପଳାଇଥିବା ସନ୍ଦେହ କରାଯାଉଛି।
ସ୍ଥାନୀୟ ଗାଈ ଚରାଳୀମାନେ ଶିଶୁଟିକୁ ଉଦ୍ଧାର କରି ପ୍ରଥମେ ଅଡ଼ବା ଡାକ୍ତରଖାନାକୁ ଆଣିଥିଲେ। ଏହାପରେ ସ୍ୱାସ୍ଥ୍ୟକର୍ମୀ ଶିଶୁଟିକୁ ମୋହନା ମେଡିକାଲ୍ରେ ଭର୍ତ୍ତି କରିଛନ୍ତି। ଚିକିତ୍ସା ପରେ ଶିଶୁଟିର ଅବସ୍ଥା ଭଲଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଉଦ୍ଧାର ହୋଇଥିବା ଶିଶୁକନ୍ୟା ସମ୍ପର୍କରେ ସିଡବ୍ଲ୍ୟୁସିକ ଖବର ଦିଆଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି।
from OTV Khabar. https://ift.tt/2GTETM6
ଜନ୍ମ ଦେଇ ଛାଡ଼ି ପଳାଇଲା ମା’! Rajalaxmi Sahoo
Reviewed by SUBHENDU BARAL
on
August 07, 2019
Rating:
No comments: