ଭୁବନେଶ୍ୱର: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ‘ସେ ଜଣେ ଓଜସ୍ୱୀ, ଜ୍ଞାନୀ ଏବଂ ସମ୍ମାନୀତ ବ୍ୟକ୍ତିତ୍ୱ ଥିଲେ। ସାଧାରଣ ନାଗରିକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଲାଗି ସେ ସମସ୍ତଙ୍କ ନିକଟରେ ପରିଚିତ ଥିଲେ। ସୁଷମାଙ୍କ ବିୟୋଗ ଭାରତୀୟ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।’
ସୁଷମା ସ୍ୱରାଜଙ୍କର ଗତକାଲି ରାତିରେ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲ୍ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।
Deeply saddened by the sudden demise of #SushmaSwaraj ji . She was a warm, respected and a learned leader. She was known to take personal interest even in smallest of people's problem. Her departure has left a void in Indian politics. My heartfelt condolences to her family.
— Naveen Patnaik (@Naveen_Odisha) August 7, 2019

ଆହୁରି ମଧ୍ୟ ପଢ଼ନ୍ତୁ: ‘ମୁଁ ମୋ ଜୀବନରେ ଏହି ଦିନଟିକୁ ଦେଖିବା ପାଇଁ ଅପେକ୍ଷା କରିଥିଲି’: ସୁଷମାଙ୍କ ଶେଷ ଟ୍ୱିଟ୍
from OTV Khabar. https://ift.tt/2YqJeRI
No comments: