ଭୁବନେଶ୍ୱର : ପ୍ଲସ୍ ଥ୍ରୀ କଲେଜ ଗୁଡ଼ିକରେ ଖାଲିପଡ଼ିଥିବା ସିଟ୍ ଗୁଡ଼ିକ ପୂରଣ ପାଇଁ ଆଜିଠାରୁ ଆରମ୍ଭ ହେଉଛି ସ୍ପଟ ଆଡମିସନ ପ୍ରକ୍ରିୟା। ଛାତ୍ରଛାତ୍ରୀମାନେ ଆଜି ଓ ଆସନ୍ତାକାଲି ଦୁଇ ଦିନ ଭିତରେ କଲେଜ ଯାଇ ନାମ ପଞ୍ଜୀକରଣ କରିବେ।
୧୮ ତାରିଖରେ କଲେଜ ଗୁଡ଼ିକ ସିଲେକ୍ସନ ତାଲିକା ପ୍ରକାଶ କରିବେ । ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସିଲେକ୍ସନ ତାଲିକାରେ ଥିବା ଛାତ୍ରଛାତ୍ରୀ ଅନଲାଇନରେ ଆଡମିସନ ଫି ଡିପୋଜିଟ କରିବେ। ୨୩ ତାରିଖରେ ନାମଲେଖା ହେବ ।
ଆସନ୍ତା ୨୪ତାରିଖରୁ ପାଠପଢା ଆରମ୍ଭ ହେବ। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ନାମଲେଖା ହୋଇଥିବା ବେଳେ ଅନେକ କଲେଜରେ ସିଟ୍ ଖାଲିପଡ଼ିଛି। ଏଗୁଡ଼ିକ ପୂରଣ ପାଇଁ ସ୍ପଟ ଆଡମିସନ କରାଯାଉଛି।
from OTV Khabar. https://ift.tt/31IsgeU
ଆଜିଠୁ ଯୁକ୍ତ ୩ ସ୍ପଟ୍ ଆଡମିସନ Pradesh Pratyush
Reviewed by SUBHENDU BARAL
on
August 15, 2019
Rating:
No comments: