ଗୋଦାମରେ ପୁଲିସ୍‌ର ରେଡ୍ ; ଟ୍ରକରୁ ୩୦୦ ପେଟି ବିଦେଶୀ ମଦ ଜବତ Pradesh Pratyush

ରାଇରଙ୍ଗପୁର : ମୟୂରଭଞ୍ଜ ବହଳଦା ଥାନା ବହଳଦା ବଜାରରେ ପୁଲିସର ରେଡ୍। ଏକ ଗୋଦାମରେ ଚଢ଼ଉ କରି ଗୋଟିଏ ଟ୍ରକରୁ ପ୍ରାୟ ୩୦୦ ପେଟି ବିଦେଶୀ ମଦ ଜବତ କରିଛି ପୁଲିସ।

ଅରୁଣାଚଳ ପ୍ରଦେଶରୁ ଏତେ ପରିମାଣର ମଦ ଆସିଥିଲା ବିନା ଲାଇସେନ୍ସରେ। ବେଆଇନ୍ ଭାବେ ଏହି ଗୋଦାମରେ ମଦ କାରବାର ଚାଲିଥିବା ପୁଲିସ ଜାଣିବାକୁ ପାଇଛି। ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।



from OTV Khabar. https://ift.tt/2TvlQg7
ଗୋଦାମରେ ପୁଲିସ୍‌ର ରେଡ୍ ; ଟ୍ରକରୁ ୩୦୦ ପେଟି ବିଦେଶୀ ମଦ ଜବତ Pradesh Pratyush ଗୋଦାମରେ ପୁଲିସ୍‌ର ରେଡ୍ ; ଟ୍ରକରୁ ୩୦୦ ପେଟି ବିଦେଶୀ ମଦ ଜବତ Pradesh Pratyush Reviewed by SUBHENDU BARAL on August 12, 2019 Rating: 5

No comments:

Powered by Blogger.