ରାଜଧାନୀରେ ଡବଲ ଏନକାଉଣ୍ଟର ; ଗୁଳିମାଡରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ Pradesh Pratyush

ଭୁବନେଶ୍ୱର : ରାଜଧାନୀରେ ଡବଲ ଏନକାଉଣ୍ଟର। ଗୁଳିମାଡ଼ରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି।  ଆହତ ମାନେ ହେଲେ ପୋଡା ଓରଫ ଅରୁଣ କୁମାର ମଲ୍ଲିକ  ଓ ବିବେକାନନ୍ଦ। ସେମାନେ ବିଭିନ୍ନ ସ୍ଥାନରେ ଲୁଟ୍‌ ଓ ଡକାୟତିରେ ସଂପୃକ୍ତି ଥିବା ଅଭିଯୋଗ ରହିଛି।

ଦୁଇ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲା ରହିଛି। କମିଶନରେଟ ପୁଲିସ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଥିଲା। କିନ୍ତୁ ପୁଲିସକୁ ଦେଖି ଅଭିଯୁକ୍ତ ମାନେ ଗୁଳିଚାଳନା କରିଥିଲେ। ଜବାବୀ କାର୍ଯ୍ୟାନୁଷ୍ଠାନରେ ଦୁଇ ଅପରାଧୀ ଆହତ ହୋଇଛନ୍ତି।

 



from OTV Khabar. https://ift.tt/2ODD8Jn
ରାଜଧାନୀରେ ଡବଲ ଏନକାଉଣ୍ଟର ; ଗୁଳିମାଡରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ Pradesh Pratyush ରାଜଧାନୀରେ ଡବଲ ଏନକାଉଣ୍ଟର ; ଗୁଳିମାଡରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ Pradesh Pratyush Reviewed by SUBHENDU BARAL on August 02, 2019 Rating: 5

No comments:

Powered by Blogger.