ମାଲକାନଗିରି: ୪ଦିନ ପରେ ପୁଣି ଲଗାଣ ବର୍ଷା ମାଲକାନଗିରିକୁ ବେହାଲ୍ କରିଛି। ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। କୋରକୋଣ୍ଡା ଓ MV 36 ପୋଲ ଉପରେ ୫ଫୁଟ୍ ଉଚ୍ଚର ପାଣି ଚାଲିଛି। ଏଥିଯୋଗୁ ମାଲକାନଗିରିରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଗତ ୪ଦିନ ତଳେ ଲଗାଣ ବର୍ଷା ଯୋଗୁ ମାଲକାନଗିରି ବିଚ୍ଛିନ୍ନ ହୋଇଯାଇଥିଲା।
from OTV Khabar. https://ift.tt/2ZsOrFc
ଲଗାଣ ବର୍ଷା ଯୋଗୁ ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ OTV KHABAR BUREAU
Reviewed by SUBHENDU BARAL
on
August 01, 2019
Rating:
No comments: