ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଝଲସିଲା ସଂସଦ ଭବନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦର ସ୍ଥାୟୀ ଆଲୋକ ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି। ସଂସଦ ଭବନର ବାହାର ଭାଗକୁ ସୁନ୍ଦର ଆଲୋକରେ ସଜ୍ଜିତ କରାଯାଇଛି।
ଏହି ଉଦ୍ଘାଟନୀ ସମାରୋହରେ ଲୋକସଭା ବାଚସ୍ପତି, ରାଜ୍ୟସଭାର ଉପସଭାପତି, କ୍ୟାବିନେଟ ମନ୍ତ୍ରୀ ଓ ସାଂସଦ ମାନେ ଉପସ୍ଥିତ ଥିଲେ।
ସଂସଦକୁ ଆଲୋକିତ କରିବା ପାଇଁ ଲାଗିଥିବା LED ଲାଇଟରେ ବିଦ୍ୟୁତ ଖର୍ଚ୍ଚ କମ୍ ହେବା ସହ ଏହା ପରିବେଶ ଅନୁକୂଳ। ସାଉଥ ଓ ନର୍ଥ ବ୍ଲକ୍ ମଧ୍ୟ LED ଲାଇଟରେ ସଜାଯାଇଛି।
from OTV Khabar. https://ift.tt/2MgFITr
ସ୍ୱାଧୀନତା ଦିବସ ପୂର୍ବରୁ ଝଲସିଲା ସଂସଦ ଭବନ OTV KHABAR BUREAU
Reviewed by SUBHENDU BARAL
on
August 13, 2019
Rating:
No comments: