ମହିଳାଙ୍କୁ ଟାଙ୍ଗିଆରେ ହାଣିଦେଲେ Minati Mishra

ସୁବର୍ଣ୍ଣପୁର: ଘର କାମ କରୁଥିବା ବେଳେ ଜଣେ ମହିଳାଙ୍କୁ ନିମର୍ମ ଭାବେ ହତ୍ୟା କରାଯାଇଛି। ତାଙ୍କୁ ପଛ ପଟୁ ଟାଙ୍ଗିଆ ଆକ୍ରମଣ  କରାଯାଇଛି।  ଫଳରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ମହିଳା । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ରାଏପାଲି ଗାଁରେ ା

ମୃତ ମହିଳାଙ୍କ ନାମ ଲକ୍ଷ୍ମୀ ବାରିକ।  ୫୦ ବର୍ଷ ବୟସ୍କ ଲକ୍ଷ୍ମୀଙ୍କୁ କିଏ ଓ କାହିଁକି ହତ୍ୟା କରାଯାଇଛି ଜଣା ପଡ଼ିନାହିଁ। ତେବେ ଅଜଣା ଦୁର୍ବୃତ୍ତ କେହି ଧାରୁଆ ହତ୍ୟା କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

ଘଟଣାସ୍ଥଳରେ ଲଚ୍ଛିପୁର ପୋଲିସ୍ ପହଞ୍ଚି ଖୋଳତାଡ଼ କରୁଛି।



from OTV Khabar. https://ift.tt/2TEBE03
ମହିଳାଙ୍କୁ ଟାଙ୍ଗିଆରେ ହାଣିଦେଲେ Minati Mishra ମହିଳାଙ୍କୁ ଟାଙ୍ଗିଆରେ ହାଣିଦେଲେ Minati Mishra Reviewed by SUBHENDU BARAL on August 16, 2019 Rating: 5

No comments:

Powered by Blogger.