ଦହିରେ ଏହି ପାଉଡର୍ ଗୋଳାଇ ସେବନ କରନ୍ତୁ ଶରୀରରେ କର୍କଟ ସମସ୍ୟା ଦେଖାଯିବନାହିଁ ! ସହଜରେ କର୍କଟ ସମସ୍ୟାରୁ ମୁକ୍ତ ପାଇପାରିବେ । Kanak News

କୋକୋଆ ପାଉଡରକୁ ସେବନ କରିବା ଦ୍ୱାରା ସୁଗର୍ ସମସ୍ୟାରୁ ମୁକ୍ତ ହୋଇପାରିବେ । କୋକୋଆ ପାଉଡର ସେବନ କରିବା ଦ୍ୱାରା ଶରୀରରେ ସର୍କରାର ସ୍ତର ନିୟନ୍ତ୍ରିତ ହେବା ସହ ମୋତିଆବିନ୍ଦୁ ସମସ୍ୟାକୁ ମଧ୍ୟ ରୋକିଥାଏ । ତେଣୁ ଯଦି ଶରୀରକୁ ସୁସ୍ଥ ରଖିବାକୁ ଚାହାନ୍ତି ତେବେ କୋକୋଆ ପାଉଡର ନିଶ୍ଚୟ ସେବନ କରନ୍ତୁ ।

ମୋଟାପଣ ସମସ୍ୟାକୁ କମ୍ କରେ : କୋକୋଆ ପାଉଡରର ସେବନ କରିବା ଦ୍ୱାରା ମୋଟାପଣ ମଧ୍ୟ କମ୍ ହୋଇଥାଏ । ଖାଦ୍ୟ ଅଧିକ ହୋଇଗଲେ କୋକୋଆ ପାଉଡର ପାଚନ କରିବାରେ ମଧ୍ୟ ସାହାଯ୍ୟ କରେ । ଏହା ଫେଟି ଏସିଡ୍ ସଂଶ୍ଲେଷଣକୁ ମଧ୍ୟ କମ୍ କରିଥାଏ ।

କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତ କରିଥାଏ : କୋଷ୍ଠକାଠିନ୍ୟ ସମସ୍ୟା ଥିବା ଲୋକଙ୍କ ପାଇଁ କୋକୋଆ ପାଉଡର ବହୁତ ଫାଇଦା ଆଣିଥାଏ ।

କ୍ୟାନ୍ସର ସମସ୍ୟାରୁ ମୁକ୍ତ କରିଥାଏ : ଏହି ପାଉଡର ସେବନ କରିବା ଦ୍ୱାରା କ୍ୟାନସର ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ । ଏହି ପାଉଡରରେ ଫ୍ଲେବୋନୋଲ୍ସ ଏବଂ ପ୍ରୋଜୋନିଡିନ୍ ଭଳି ଗୁଣ ଥାଏ । ଯାହା କ୍ୟାନସର ସେଲସ୍ କୁ କମ୍ କରିଥାଏ । ଲଗାତାର ଏହି ପାଉଡରର ସେବନ କରିବା କର୍କଟ ସେଲ୍ସ କମ୍ ହୋଇଥାଏ ।



from Kanak News https://ift.tt/2Ywqroj https://ift.tt/2J2DA0I
ଦହିରେ ଏହି ପାଉଡର୍ ଗୋଳାଇ ସେବନ କରନ୍ତୁ ଶରୀରରେ କର୍କଟ ସମସ୍ୟା ଦେଖାଯିବନାହିଁ ! ସହଜରେ କର୍କଟ ସମସ୍ୟାରୁ ମୁକ୍ତ ପାଇପାରିବେ । Kanak News ଦହିରେ ଏହି ପାଉଡର୍ ଗୋଳାଇ ସେବନ କରନ୍ତୁ ଶରୀରରେ କର୍କଟ ସମସ୍ୟା ଦେଖାଯିବନାହିଁ ! ସହଜରେ କର୍କଟ ସମସ୍ୟାରୁ ମୁକ୍ତ ପାଇପାରିବେ । Kanak News Reviewed by SUBHENDU BARAL on August 07, 2019 Rating: 5

No comments:

Powered by Blogger.