ଅନୁଗୋଳ ୨|୮: ଅନୁଗୋଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗୁଲି ଛକରେ ଦୁର୍ଘଟଣା ହୋଇଛି । ସ୍କୁଟରକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ସେ ଧର୍ମପୁର ଗାଁର ବୋଲି ଜଣାପଡିଛି । ସକାଳୁ ଭୁବନେଶ୍ବର ଯିବା ପାଇଁ ଥର୍ମାଲ ରେଲୱେ ଷ୍ଟେସନ ଯାଉଥିଲେ । ଧକ୍କା ଦେବା ପରେ ଟ୍ରକ୍ ନେଇ ଡ୍ରାଇଭର ଫେରାର ହୋଇଯାଇଛି ।
from Prameya News7 https://ift.tt/317rNT6
ସ୍କୁଟରକୁ ଧକ୍କା ଦେଲା ଟ୍ରକ୍, ମହିଳାଙ୍କ ମୃତ୍ୟୁ
Reviewed by SUBHENDU BARAL
on
August 01, 2019
Rating:
No comments: