ଅନୁଗୁଳ: ତାଳଚେର ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ଗତକାଲି ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି।
କୋଇଲା ବ୍ଲାଷ୍ଟିଂ ବେଳେ ମାଟି ଧସି ଯିବା ଫଳରେ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ଏବେବି ମାଟି ତଳେ ଆଉ ୪ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।
ଆହତ ୧୦ ଶ୍ରମିକଙ୍କୁ ସେଣ୍ଟ୍ରାଲ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। କୋଇଲା ବ୍ଲାଷ୍ଟିଂ ବେଳେ ପ୍ରାୟ ୧ କିଲୋମିଟର ଯାଏ ମାଟି ଧସି ହୋଇଥିଲା।
from OTV Khabar. https://ift.tt/2YesSGK
କୋଇଲା ଖଣିରେ ଅଘଟଣ: ମାଟି ଧସି ୧୦ ଶ୍ରମିକ ଆହତ Rajalaxmi Sahoo
Reviewed by SUBHENDU BARAL
on
July 23, 2019
Rating:
No comments: