ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍‌କୁ ମିଳିଲା ଅନୁମୋଦନ Rajalaxmi Sahoo

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍‌କୁ ଅନୁମୋଦନ ମିଳିଛି।

ବ୍ୟୟ ମଞ୍ଜୁରୀ ବିଲ୍‌ ଆଲୋଚନା ବେଳେ ବିଜେଡି-ବିଜେପି ସଂପର୍କକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

ବିଧାୟକ ପାଣ୍ଠି ୫କୋଟିକୁ ବୃଦ୍ଧି ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଦାନ ଶହେ କୋଟିରୁ ହଜାରେ କୋଟିକୁ ବୃଦ୍ଧି କରାଯାଉ ବୋଲି ନରସିଂହ ଦାବି କରିଥିଲେ।



from OTV Khabar. https://ift.tt/2LScryl
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍‌କୁ ମିଳିଲା ଅନୁମୋଦନ Rajalaxmi Sahoo ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍‌କୁ ମିଳିଲା ଅନୁମୋଦନ Rajalaxmi Sahoo Reviewed by SUBHENDU BARAL on July 31, 2019 Rating: 5

No comments:

Powered by Blogger.