ରାଉରକେଲା( ସତ୍ୟାନନ୍ଦ ମହାନ୍ତି) : ସୁନ୍ଦରଗଡ଼ ଲାଠିକଟାରେ ଏନକାଉଣ୍ଟର। ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ମାଝି ଗୁରୁତର ଆହତ ହୋଇଛି। ସୁନୀଲ ଠାରୁ ଗୋଟିଏ ପିସ୍ତଲ ଜବତ ହୋଇଛି। ତାର ଗୋଡରେ ଗୁଳି ବାଜିଛି।
ଚିକିତ୍ସା ପାଇଁ ସୁନୀଲକୁ ପ୍ରଥମେ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ସୁନୀଲ ନାଁରେ ବିଭିନ୍ନ ଥାନାରେ ୨ଟି ହତ୍ୟା ଓ ୧୫ଟି ଡକାୟତି ମାମଲା ରହିଛି। ଗତକାଲି ରାତିରେ ପୁଲିସ- ଅପରାଧୀ ମୁହାଁମୁହିଁ ହୋଇଥିଲେ।
from OTV Khabar. https://ift.tt/2OjhNVh
ଲାଠିକଟାରେ ଏନକାଉଣ୍ଟର ; ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ମାଝୀ ଗୁରୁତର Pradesh Pratyush
Reviewed by SUBHENDU BARAL
on
July 24, 2019
Rating:
No comments: