କାର୍ଗିଲ ଦିବସ ପାଳନ ପୂର୍ବରୁ ଭାରତୀୟ ସ୍ଥଳ ସେନାର ଡେୟାର ଡେଭିଲ ଶୋ Pradesh Pratyush

ଜମ୍ମୁ-କାଶ୍ମୀର : କାର୍ଗିଲ ଦିବସ ପାଳନ ପୂର୍ବରୁ ଡେୟାର ଡେଭିଲ ଶୋ ପ୍ରଦର୍ଶନ। ଭାରତୀୟ ସ୍ଥଳ ସେନା  ପକ୍ଷରୁ ଦ୍ରାସ ସେକ୍ଟରରେ ଡେୟାର ଡେଭିଲ ବାଇକର ଶୋ ପ୍ରଦର୍ଶନ କରାଯାଇଛି।

କାର୍ଗିଲ ଯୁଦ୍ଧର ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଏଭଳି ଶୋ ପ୍ରଦର୍ଶନ କରିଛି ସେନା। ବାଇକରେ ବିଭିନ୍ନ ଷ୍ଟଣ୍ଟ ଶୋ ଦେଖାଇ ଲୋକଙ୍କ ମନ କିଣିନେଇଛନ୍ତି ବୀର ଯବାନମାନେ। ଜଳନ୍ତା ନିଆଁର ଚକ୍ରି ମଧ୍ୟରେ ବାଇକ ଚଲାଇ ଯିବା ଠାରୁ ଆରମ୍ଭ କରି ଗୋଟିଏ ଗୋଟିଏ ବୁଲେଟ୍ ଉପରେ ବିଭିନ୍ନ ଶୋ ଦେଖାଇଛନ୍ତି ଯବାନ। ଯବାନଙ୍କ ଏଭଳି ପ୍ରଦର୍ଶନକୁ ସବୁସ୍ତରରେ ଭୁରି ଭୁରି ପ୍ରଶଂସା କରାଯାଇଛି।

 



from OTV Khabar. https://ift.tt/2LM3Xcb
କାର୍ଗିଲ ଦିବସ ପାଳନ ପୂର୍ବରୁ ଭାରତୀୟ ସ୍ଥଳ ସେନାର ଡେୟାର ଡେଭିଲ ଶୋ Pradesh Pratyush କାର୍ଗିଲ ଦିବସ ପାଳନ ପୂର୍ବରୁ ଭାରତୀୟ ସ୍ଥଳ ସେନାର ଡେୟାର ଡେଭିଲ ଶୋ Pradesh Pratyush Reviewed by SUBHENDU BARAL on July 24, 2019 Rating: 5

No comments:

Powered by Blogger.