କଟକ: ଓ.ଟି.ଇ.ଟି ପାଇଁ ଅନ୍ଲାଇନରେ ଏବେ ଫର୍ମ ଫିଲପ୍ ଚାଲିଥିବା ବେଳେ ସ୍ପେଶାଲ ବି.ଇ.ଡି ଛାତ୍ରଛାତ୍ରୀ ଏହି ଫର୍ମପୂରଣ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫର୍ମପୂରଣ ସମୟରେ ସ୍ପେଶାଲ ବି.ଇ.ଡି ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ରେ କୌଣସି ଅପସନ୍ ନଥିବାରୁ ଛାତ୍ରଛାତ୍ରୀଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
ଏହି ସମସ୍ୟାର ସମାଧାନ ଲାଗି ଗତକାଲି ଛାତ୍ରଛାତ୍ରୀମାନେ ବୋର୍ଡ଼ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରିଥିଲେ। ଏହି ସମସ୍ୟାର ସମାଧାନ ନ ହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ଏବଂ ସମସ୍ତ ସ୍ପେଶାଲ ବି.ଇ.ଡି ଛାତ୍ରଛାତ୍ରୀ ଧାରଣାରେ ବସିବେ ବୋଲି ଛାତ୍ରଛାତ୍ରୀ ବୋର୍ଡ କର୍ତ୍ତୃପକ୍ଷଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।
from OTV Khabar. https://ift.tt/2Z4Aqxj
ଅସୁବିଧାରେ ସ୍ପେଶାଲ ବି.ଇ.ଡି ଛାତ୍ରଛାତ୍ରୀ; ପୂରଣ କରି ପାରୁ ନାହାନ୍ତି OTET ଫର୍ମ Rajalaxmi Sahoo
Reviewed by SUBHENDU BARAL
on
July 22, 2019
Rating:
No comments: